ଟାଟାର ନୂଆ ଇଲେକ୍ଟ୍ରିକ କାର୍‌ ଇ-ଭିଜନ୍‌

0

ନୂଆଦିଲ୍ଲୀ: ଜିନିଭା ଅନ୍ତର୍ଜାତୀୟ ମୋଟର ସୋ’ରେ ଟାଟା ଏହାର  ସେଡାନ ଶ୍ରେଣୀର ଇଲେକ୍ଟ୍ରିକ କାର ଇଭିଜନକୁ ପ୍ରଦର୍ଶୀତ କରିଛି । ଏହା ପୂର୍ବରୁ  ଏଚ୍୫ଏକ୍ସ ଓ ୪୫ଏକ୍ସ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଥିଲା । ଏଥିରେ ଇମ୍ପାକ୍ଟ୨.୦ ଡିଜାଇନ୍‌ ଲାଙ୍ଗୁଏଜ୍‌କୁ ବ୍ୟବହାର କରାଯାଇଥିଲା । ଜିନିଭା  ଅନ୍ତର୍ଜାତୀୟ ମୋଟର ସୋରେ ନିଜର ୨୦ ବର୍ଷ ପୂର୍ତ୍ତି ଅବସରରେ ଟାଟା ମୋଟରସ୍‌ ପକ୍ଷରୁ ଇ ଭିଜନ କାରକୁ ଉନ୍ମୋଚନ କରାଯାଇଛି ।

ଏହି କାରଟି ଦେଖିବାକୁ ସୁନ୍ଦର ଏହାର  ଭିତରକୁ ଅତି ଚମତ୍କାର ଭାବରେ ତିଆରି କରାଯାଇଛି ।   ବସିବା ପାଇଁ ଆରାମ ଦାୟକ ସିଟ୍‌ ସହ ଇଲେକ୍ଟ୍ରୋନିକ ଡିସପ୍ଲେ ରହିଛି । ଗାଡି ପଛରେ ଆନିମେଟେଡ୍‌ ଟେଲ୍‌ ଲାଇଟ୍‌ ରହିଛି ।

ଏଥିରେ କ୍ଲାଉଡ୍‌ କମ୍ପ୍ୟୁଟିଂ, ଆନାଲିଟିକସ୍‌, ଜିଓ ସେପଟ୍କିକାଲ୍‌ ମ୍ୟାପିଂ  ରହିଛି ।

Leave A Reply