Home Tags Winter season

Tag: Winter season

ଭୁବନେଶ୍ବର : ସାରା ଓଡିଶାରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଛି। ଆଭ୍ୟନ୍ତରୀଣ ଓଡିଶା ସମେତ ଅଧିକାଂଶ ସ୍ଥାନରେ ପାରଦ ୧୫ଡିଗ୍ରି ତଳକୁ ଖସିଆସିଛି। ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ତାପମାତ୍ରା ୧୦ଡିଗ୍ରି ତଳେ ରହିଛି। ରବିବାର ଭୋର ସମୟରେ ଦାରିଙ୍ଗବାଡି ବ୍ୟତୀତ ସମ୍ପୁର୍ଣ୍ଣ କନ୍ଧମାଳ ଜିଲାର ସର୍ବନିମ୍ନ ତାପମାତ୍ରା ୯ଡିଗ୍ରି ରହିଛି। ଶୀତର ପ୍ରକୋପ ଧିରେ ଧିରେ ବଢୁଥିବାରୁ ପାରଦ ଆହୁରି ଅଧିକ ଖସିବ। ଡିସେମ୍ବର...
ଶୀତ ଦିନ ଆରମ୍ଭ ହୋଇଯାଇଛି। ଶୀତଦିନ ଆରମ୍ଭ ହେବା ସହ ଆମକୁ ନିଜ ତ୍ବଚାର କିଛି ଧ୍ୟାନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଏହିଦିନରେ ମୁହଁର ଠିକ ଭାବେ ଧ୍ୟାନ ନେବାକୁ ପଡିଥାଏ। ଶୀତଦିନେ ମୁହଁରେ ଶୁଷ୍କତା ଦେଖା ଦେଇଥାଏ। ଏପରି ହେବା ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଶୀତ ରାତିରେ କିଛି ସମୟ ନିଜ ମୁହଁର ସଠିକ ଭାବେ ଯତ୍ନ ନେବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟ...
ଭିନ୍ନ ଭିନ୍ନ ଋତୁରେ ଅନେକ ଧରଣର ରୋଗ ହୋଇଥାଏ। ରୋଗ କୌଣସି ଋତୁ କି କୌଣସି କାରଣ ଦେଖି ହୋଇ ନଥାଏ। କିନ୍ତୁ କିଛି ରୋଗ ଅଛି ଯାହା କେବଳ ଖରା ଦିନେ ହୁଏ, ବର୍ଷା ଦିନେ ହୁଏ ଓ ଶୀତ ଦିନେ ମଧ୍ୟ ହୋଇଥାଏ। ଏବେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି। ତାହା ପୂର୍ବରୁ ଆମେ ଜାଣି ନେବା ଉଚିତ ଯେ, ଶୀତ ଦିନେ କେଉଁ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी