Home Tags Wc hockey

Tag: wc hockey

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଭାରତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ୫-୧ ଗୋଲ ବ୍ୟବଧାନରେ କାନାଡାକୁ ପରାସ୍ତ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ ସିଧାସଳଖ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲାରେ   ପ୍ରବେଶ କରିଛି। ଲଳିତ ଉପାଧ୍ୟାୟ ୨ଟି ଗୋଲ ସ୍କୋର କରିଥିବା ବେଳେ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ...
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଶନିବାର ଭାରତ ପୁଲ୍‍ -ସି ର ଶେଷ ମ୍ୟାଚରେ କାନାଡାକୁ ଭେଟିବ। ରାତି ୭ଟାରେ ଏହି ମ୍ୟାଚ୍‍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲାର ସିଧାସଳଖ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଜି ଭାରତ କାନାଡାକୁ ପରାସ୍ତ କରିବାକୁ ଚାହିଁବ। ଭାରତ ଏ ପର୍ଯ୍ୟନ୍ତ ତା’ର ଗ୍ରୁପରେ ଗୋଟିଏ ମ୍ୟାଚରେ ବିଜୟ ଏବଂ ଅନ୍ୟଟି ଡ୍ର ରଖି...
ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍‍ରେ ପୁଲ୍‍ ‘ଏ’ର ଏକ ମ୍ୟାଚରେ ସୋମବାର ଆର୍ଜେଣ୍ଟିନା ବିଜୟୀ ହୋଇଛି। କ୍ରମାଗତ ୨ୟ ମ୍ୟାଚ୍‍ ଜିତି ଏହି ପୁଲ୍‍ରୁ କ୍ୱାର୍ଟରଫାଇନାଲ ଖେଳିବାର ନିକଟତର ହୋଇଛି ଆର୍ଜେଣ୍ଟିନା। କଳିଙ୍ଗ ଷ୍ଟାଡିୟମରେ  ସୋମବାର ୨ୟ ମ୍ୟାଚରେ  ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। କ୍ରମାଗତ ୨ୟ ମ୍ୟାଚ୍‍ ଜିତି ସର୍ବାଧିକ ୬ ପଏଣ୍ଟ ସହ ଆର୍ଜେଣ୍ଟିନା ପୁଲ୍‍ ଶୀର୍ଷରେ ପହଞ୍ଚିଛି। ଆସନ୍ତା...
ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସ୍ପେନ ଓ ଫ୍ରାନ୍‍ସ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ପୁଲ ‘ଏ’ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଛି। ଏହି ଦୁଇ ଦଳ ଲିଗ୍‍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପରାସ୍ତ ହୋଇସାରିଛନ୍ତି। ଫଳରେ କ୍ରସଓଭର ପଦ୍ଧତିରେ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜିବୀତ ରଖିବା ପାଇଁ ଉଭୟ ଦଳକୁ ସେମାନଙ୍କର...
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁର୍ଦଶ ପୁରୁଷ ହକି ବିଶ୍ୱକପର ପ୍ରଥମ ରାଉଣ୍ଡ ଲିଗ୍‍ ମ୍ୟାଚ୍‍ ଶନିବାର ଶେଷହୋଇଛି। ରବିବାରଠାରୁ ୨ୟ ରାଉଣ୍ଡ ମ୍ୟାଚ ଆରମ୍ଭ ହେଉଛି। ଏହିଦିନ ପୁଲ୍‍ ‘ସି’ରେ ୨ଟି ମ୍ୟାଚ୍‍ ଖେଳାଯିବ। ପ୍ରଥମ ମ୍ୟାଚରେ କାନାଡା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଖେଳିବ। ୨ୟ ମ୍ୟାଚ୍‍; ଯାହାକୁ ସମସ୍ତଙ୍କର ଅପେକ୍ଷା; ଏଥିରେ ବିଶ୍ୱର ୩ନଂ ଦଳ ବେଲ୍‍ଜିୟମ୍‍ ବିପକ୍ଷରେ ଖେଳିବ ଆୟୋଜକ ଭାରତ। ଭାରତ...
ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ପୁରୁଷ ବିଶ୍ବକପ୍ ହକିର ଚତୁର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଫ୍ରାନ୍ସକୁ ୧-୨ ଗୋଲରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିଛି। ସହଜ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ପରିବାରୁ ଫ୍ରାନ୍ସକୁ ଏହି ମୂଲ୍ୟ ଦେବାକୁ ପଡିଛି। ନ୍ୟୁଜିଲାଣ୍ଡ ପାଇଁ କେନ୍‍ ରସେଲ ଓ ଷ୍ଟିଫେନ୍‍ ଜେନିସ୍‍ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୫୯ ମିନିଟରେ ଫ୍ରାନ୍‍ସର ଭିକ୍ଟର ସାର୍ଲେଟ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी