Home Tags Water

Tag: water

ଅଧିକ ପାଣି ପିଇବା ଶରୀର ପାଇଁ ଭଲ ବୋଲି ସମସ୍ତେ କୁହନ୍ତି । ଦିନକୁ ୭ରୁ ୮ ଗିଲାସ ବା ୩ ଲିଟର ପାଣି ପିଇବା ଉଚିତ୍ ବୋଲି ଡାକ୍ତର ମତ ଦିଅନ୍ତି। ଯଦି ଆପଣ ଦିନକୁ ୧୨ ଗିଲାସରୁ ୧୫ ଗିଲାସ ପାଣି ପିଅନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଅଧିକ ପାଣି ପିଇବା ଦ୍ବାରା ଶରୀର ଉପରେ...
କଳାହାଣ୍ଡି : ପାନୀୟ ଜଳ ପାଇଁ କଳାହାଣ୍ଡି ଜିଲାର ବାନେର ଠାରେ ସୋମବାର ମହିଳାମାନେ ମୋଟେର-ଜୟପାଟଣା ରାସ୍ତାରୋକ କରିଛନ୍ତି। ବାନେର ଅଞ୍ଚଳରେ ଏକ କୂଅ ଥିବା ବେଳେ ତାହା ଅପରିଷ୍କାର ହୋଇ ପଡ଼ିରହିଛି। ଏହାସହ ଗ୍ରାମରେ ଥିବା ନଳକୂପ ମଧ୍ୟ ଅଚଳ ହୋଇଛି। ଏହାକୁ ସଜାଡ଼ିବା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ...
କେନ୍ଦୁଝର : କେନ୍ଦୁଝର ଜିଲା ସଦର ବ୍ଲକ ନରଣପୁର ହଳଦିଆ ଟାଙ୍ଗିରି ନିକଟରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ, ପାନୀୟ ଜଳ ପାଇଁ ଲୋକେ ବହୁ ଦୂର ଯିବାକୁ ପଡ଼ୁଛି। ଦୂରରେ ମଧ୍ୟ ପାନୀୟ ଜଳର ସୁବିଧା ନାହିଁ। ଫଳରେ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କାରଣରୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ଗରା, ବାଲଟି...
ଶରୀରକୁ ପର୍ଯ୍ୟପ୍ତ ମାତ୍ରାରେ ପାଣି ଆବଶ୍ୟକ। ମାତ୍ର ଦୈନିକ ଆବଶ୍ୟକ ଅନୁଯାୟୀ ସଭିଏଁ ପାଣି ପିଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ,ବିଶେଶଜ୍ଞଙ୍କ ମତରେ ଦିନ ମଧ୍ୟରେ କେତେ ପରିମାଣରେ ଓ କିପରି ପାଣି ପିଇବା ଆବଶ୍ୟକ। ଦିନ ମଧ୍ୟରେ ୮ ରୁ ୧୦ ଗ୍ଲାସ ଅର୍ଥାତ ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ। ସିଧାସଳଖ ଫ୍ରିିଜରୁ ଥଣ୍ଡା ପାଣି କାଢି ପିଇବା ଅନୁଚିତ। ଏହା...
ଜଳକୁ ଜୀବନର ସ୍ରୋତ ବୋଲି କୁହାଯାଇଥାଏ। ପାଣି ବିନା ଜୀବନର କଳ୍ପନା ମଧ୍ୟ କରି ହେବ ନାହିଁ। ଏହି କଥାକୁ ଧ୍ୟାନରେ ରଖି କୁହାଯାଇଥାଏ ଯେ, ଆମେ ପାଣିକୁ ଅଯଥାରେ ନଷ୍ଟ କରିବା ଉଚିତ ନୁହେଁ। ଆବଶ୍ୟକ ଅନୁଯାୟୀ ଏହାର ବ୍ୟବହାର କରିବା ଉଚିତ। ଶାସ୍ତ୍ରରେ ପାଣି ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଉଲ୍ଲେଖ ରହିଛି। ଏହା ବହୁ ସମସ୍ୟାର ସମାଧାନ କରିଥାଏ। ଜାଣନ୍ତୁ ତାହା...
କେନ୍ଦ୍ରପଡା: ମହାକାଳପଡା ଓ ଆଖପାଖ ଅଞ୍ଚଳର ଲୋକମାନେ ଏଣିକି ବିଶୁଦ୍ଧ ମଧୁର ପାନୀୟ ଜଳ ପାଇପାରିବେ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡାର ସରୁମୁହିଁ ଠାରେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଦ୍ବାରା କେନ୍ଦ୍ରାପଡା ଜିଲାର ୨୦୦ଟି ଗ୍ରାମର ବାସିନ୍ଦା ଉକପୃତ ହେବେ । ୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ବାରା ମହାକାଳପଡା ବ୍ଲକର ୧୪୮ ଟି...
ଆମ ଶରୀରର ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିବା ପାଇଁ ପାଣି ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମନୁଷ୍ୟ ଶରୀରରେ ପାଣିର ମାତ୍ରା ୫୦-୬୦ ପ୍ରତିଶତ ରହିଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ଠିକ ରଖିବାରେ ଓ ଅକ୍ସିଜେନ ପହଞ୍ଚାଇବାରେ ପାଣି ସାହାର୍ଯ୍ୟ କରିଥାଏ। ପାଣି ଶରୀରର ତାପମାତ୍ରା ନିୟନ୍ତ୍ରିତ କରିଥାଏ। ସକାଳୁ ଉଠିବା ବେଳଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପାଣି ଅଧିକ ଆବଶ୍ୟକ ହୋଇଥାଏ। ପ୍ରତ୍ୟେକ ଦିନ ସକାଳୁ ଉଠି ୨-୩...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी