Browsing Tag

vote

ରାଜସ୍ଥାନ ନିର୍ବାଚନ ତାରିଖରେ ପରିବର୍ତ୍ତନ; ସାନି ନୋଟିସ୍‌ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇଛି। ରାଜ୍ୟରେ ଏବେ ନଭେମ୍ବର ୨୩ ନୁହେଁ, ବରଂ ନଭେମ୍ବର ୨୫ରେ ମତଦାନ ହେବ। ଭୋଟ୍‌ ଗ୍ରହଣ ତାରିଖ ପରିବର୍ତ୍ତନ ନେଇ ବୁଧବାର ନିର୍ବାଚନ କମିଶନ…
Read More...

ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ଆରମ୍ଭ

ଟିଟିଲାଗଡ଼ : ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ ଗୁରୁବାର ଭୋଟ ଗଣନା ଆରମ୍ଭ ହୋଇଛି। ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ…
Read More...

୧୦୪ ନମ୍ବର ବୁଥରେ ଚାଲିଛି ସାନି ମତଦାନ 

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକ ୧୦୪ନମ୍ବର ବୁଥରେ ରବିବାର ସାନି ମତଦାନ ଜାରି ରହିଛି । ସେଠାରେ କୁଳିଅଣା ତହସିଲଦାରକୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି…
Read More...

ଦିନ ୧୦ଟା ସୁଦ୍ଧା ଦେଶରେ ୧୧.୭୫ % ମତଦାନ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ଦେଶର ୫୯ଟି ଆସନ ପାଇଁ ମତଦାନ ଜାରି ରହିଛି । ରବିବାର ସକାଳ ୭ଟାରୁ ମତଦାଦ ଆରମ୍ଭ ହୋଇଥିବା ବେଳେ ଦିନ ୧୦ଟା ସୁଦ୍ଧା ଦେଶରେ ୧୧.୭୫ ପ୍ରତିଶତ ମୋଟ ମତଦାନ…
Read More...

ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ

ଭୁବନେଶ୍ବର : ରାଜ୍ୟରେ ଅନ୍ତିମ ପର୍ୟ୍ୟାୟ ନିର୍ବାଚନରେ ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୁରୀ ଜିଲା କାକଟପୁରରେ ୫୧.୩୪…
Read More...

ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ

ଭୁବନେଶ୍ୱର : ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ରାଜ୍ୟରେ ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।…
Read More...

ବୁଥରେ ଟଳି ପଡିଲେ ପୋଲିଂ କର୍ମଚାରୀ ; ମୃତ ଘୋଷଣା କଲେ ଡାକ୍ତର

ଢେଙ୍କାନାଳ : ତୃତୀୟ ପର୍ୟ୍ୟାୟ ନିର୍ବାଚନ ବେଳେ ବୁଥରେ ଏକ ଅଘଟଣ ଘଟିଛି । ପର୍ଜଙ୍ଗ କଣ୍ଟାପାଳ ୪୧ ନମ୍ବର ବୁଥର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ପୋଲିଂ କର୍ମଚାରୀ ନବକିଶୋର ନାୟକ ।…
Read More...

ମତଦାନ କଲେ ଶତାୟୁ ମହିଳା ଓ ଦିବ୍ୟାଙ୍ଗ

ପୁରୀ : ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ମତଦାନ କରିବାକୁ ଜଣେ ୧୦୩ ବର୍ଷୀୟା ମହିଳା ପୋଲିଂ ବୁଥକୁ ପହଞ୍ଚିଥିଲେ । ଶତାୟୁ ମହିଳାଙ୍କ ହେଲେ ପୁରୀ ଜିଲା ବରାହୀ ଲେନର…
Read More...

ଦିନ ୧୧ଟା ସୁଦ୍ଧା ୧୮% ମତଦାନ

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ୧୮ % ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି…
Read More...

ଦିନ ୧ଟା ସୁଦ୍ଧା ୩୩ % ମତଦାନ ; ସିଇଓଙ୍କ ସୂଚନା

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଦିନ ୧ଟା ସୁଦ୍ଧା ୩୩ % ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ସକାଳ…
Read More...