Home Tags Virat kohli

Tag: virat kohli

ନୂଆଦିଲ୍ଲୀ : ଜଣେ ପ୍ରଶଂସକଙ୍କ ମତ ଉପରେ ମନ୍ତବ୍ୟ ଦେଇ ବେଶ୍‍ ବିବାଦୀୟ ହୋଇପଡ଼ିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି। ଗତ ୫ତାରିଖରେ ୩୦ ବର୍ଷରେ ପାଦ ଦେଇଥିବା କୋହଲି ନିଜସ୍ୱ ମୋବାଇଲ୍‍ ଆପ୍‍ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ବହୁ କ୍ରିକେଟ୍‍ପ୍ରେମୀ ନାନା ମତମନ୍ତବ୍ୟ ପ୍ରଦାନ କରିଥିଲେ। ଜଣେ ପ୍ରଶଂସକ ମତ ଦେଇ କହିଥିଲେ କୋହଲିଙ୍କୁ ବ୍ୟାଟସମ୍ୟାନ୍‍ ଭାବେ ଅଯଥାରେ ଅଧିକ ଗୁରୁତ୍ୱ...
ବିଶାଖାପାଟଣା : ଭାରତ - ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚଟିକିଆ ଏକଦିବସୀୟ ସିରିଜର  ଦ୍ବିତୀୟ ମ୍ୟାଚ ବିଶାଖାପାଟଣାର ଏସିଏ-ବିଡିସିଏ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ଇତିହାସ ରଚିଛନ୍ତି। ବୁଧବାର ଅନୁଷ୍ଠିତ ମ୍ୟାଚରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାସହ ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇବାସହ ଭାରତର...
ହାଇଦରାବାଦ୍‍ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨-୦ରେ ଟେଷ୍ଟ ସିରିଜ୍‍ରେ ପରାଜିତ କରିବା ପରେ ଘରୋଇ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଦଳର ବ୍ୟାଟସମ୍ୟାନ୍‍ମାନେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଯେପରି ପ୍ରଦର୍ଶନ କଲେ ସେହିପ୍ରକାର ପ୍ରଦର୍ଶନ ଅଷ୍ଟ୍ରେଲିଆରେ କରିବାକୁ ପଡ଼ିବ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଛନ୍ତି ବିଦେଶ ମାଟିରେ ଭାରତୀୟ ବୋଲରମାନେ ଆଶାନୁରୂପକ ପ୍ରଦର୍ଶନ କରୁଛନ୍ତି। ତେବେ ବ୍ୟାଟସମ୍ୟାନ୍‍ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଫଳରେ ଦଳ...
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଭାର ଉତ୍ତୋଳନକାରୀ ମିରାବାଇ ଚାନୁଙ୍କ ନାମ ଖେଳରତ୍ନ୍ନ ପାଇଁ ସୁପାରିସ କରାଯାଇଛି। ଏହା ସବୁଠାରୁ ବଡ କ୍ରୀଡା ପୁରସ୍କାର। ସୋମବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ କ୍ରୀଡାବିତଙ୍କ ନାମ ସୁପାରିସ କରାଯାଇଛି।ଏହା ପୂର୍ବରୁ ୨୦୧୬ ମସିହାରେ ମଧ୍ୟ କୋହଲିଙ୍କ ନାମ ସୁପାରିସ କରାଯାଇଥିଲା। ପୁରସ୍କାର ଚୟନ ସମିତି ସହିତ ଜଡୀତ ଜଣେ...
ଲଣ୍ଡନ : ମଙ୍ଗଳବାର ଭାରତ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୧-୪ରେ ପରାଜୟ ବରଣ କରିଛି। ଏନେଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଲଡ୍ସରେ ହୋଇଥିବା ଟେଷ୍ଟ ମ୍ୟାଚକୁ ଛାଡି ଆମ ଦଳ ଅନ୍ୟ ମ୍ୟାଚରେ ଭଲ ପଦର୍ଶନ କରିଥିଲା। ମାତ୍ର ଆମେ ସିରିଜରେ ପରାଜୟ ବରଣ କରିଛୁ। ଆମ ଖେଳାଳୀଙ୍କର ସିରିଜ ଜିତିବା ପାଇଁ ଯୋଗ୍ୟତା ଥଲେ ମଧ୍ୟ ଦଳରେ କମ୍ ଅନୁଭବ...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी