Home Tags Vimsar

Tag: vimsar

ସମ୍ବଲପୁର: ବୁର୍ଲା ଭିମସାରର ନିର୍ଦ୍ଦେଶକ ପଦରୁ ଡ. ଅଶ୍ୱିନୀ ପୂଜାହାରୀ ଶନିବାର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଥିବା ଡ. ପୂଜାହାରୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଡ. ପୂଜାହାରୀଙ୍କ କାର୍ୟ୍ୟକଳାପ ନେଇ ଭିମ୍‌ସାରରେ ପୂର୍ବରୁ ବହୁ ବିବାଦ ଦେଖା ଦେଇଥିଲା । ତାଙ୍କ ବିରୋଧରେ ପିଜି ଛାତ୍ରଛାତୀମାନେ ଆନ୍ଦୋଳନ କରିଥିଲେ । ଏହା ମଧ୍ୟରେ ଡ.ପୂଜାହାରୀଙ୍କ ଲୁଣ ଥେରାପିର ଏକ ଭିଡିଓ...
ସମ୍ବଲପୁର : ​ଡାକ୍ତର ପ୍ରକାଶ ମହାପାତ୍ର ଭିମ୍‌ସାର କାର୍ଯ୍ୟକାରୀ ନିର୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅନ୍ୟ ପକ୍ଷରେ ଭିମ୍‌ସାର ନିର୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଛୁଟିରେ ଯାଇଛନ୍ତି। ଶୁକ୍ରବାର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ପରେ ସେ ଛୁଟିରେ ଯାଇଛନ୍ତି। ତେବେ ଡାକ୍ତର ପୂଜାହାରୀ ଛୁଟିରେ ଯିବା ପରେ ଦୀର୍ଘ ଦିନ ଧରି ଚାଲିଥିବା କନିଷ୍ଠ ଡାକ୍ତର ସଂଘ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶନିବାର ଅପରାହ୍ନରେ କନିଷ୍ଠ...
ସମ୍ବଲପୁର: ବୁର୍ଲା ଭିମସାର ମେଡ଼ିକାଲ ବିବାଦ ତେଜିବାରେ ଲାଗିଛି । ଶନିବାର କନିଷ୍ଠ ଡାକ୍ତରମାନେ ଓପିଡି ଓ ଆଇପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହେଲେ ଜରୁରୀକାଳୀନ ସେବା ଜାରି ରହିଛି । ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ହଟାଇବା ପାଇଁ ଦିଆଯାଇଥିବା ୪୮ ଘଣ୍ଟା ସମୟ ମହଲତ ଆଜି ଶେଷ ହୋଇଛି । ଶନିବାର ଏନେଇ କୌଣସି ପଦକ୍ଷେପ ନିଆ ଯାଇନଥିବା ବେଳେ କନିଷ୍ଠ...
ବୁର୍ଲା: ଭୀମସାରର ନିର୍ଦ୍ଦେଶକ ଅଶ୍ବିନୀ କୁମାର ପୂଜାହାରୀଙ୍କୁ ଜଣେ ଯୁବକ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବଇରୁ ଜଣେ ଯୁବକ ତାଙ୍କୁ ଏହି ହତ୍ୟା ଧମକ ଦେଇଥିବା ଜଣାପଡିଛି। ଜଣେ ମସ୍ତିଷ୍କ ଆଘାତ ପ୍ରାପ୍ତ ରୋଗୀ ମେଡିକାଲରୁ ଯିବା ପାଇଁ ମନା କରିବା ସତ୍ତ୍ବେ ଡିସଚାର୍ଜ କରି ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ଯୁବକ ଜଣକ ନିର୍ଦ୍ଦେଶକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ପରେ ହତ୍ୟା...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी