Home Tags Vastu tips for home

Tag: vastu tips for home

ସାଧାରଣତଃ ପରିବାରର ସୁଖଶାନ୍ତି ଘର ଉପରେ ନିର୍ଭର କରେ। ବାସ୍ତୁଶାସ୍ତ୍ର ଅନୁସାରେ ସୁଖଶାନ୍ତି ପ୍ରାପ୍ତି ପାଇଁ ଘର ଏବଂ ଆଖପାଖର ଜିନିଷର ବିଶେଷ ଭୂମିକା ରହିଛି। ଘର ନିର୍ମାଣ ହେଉ ବା ନୂଆ ଘର କିଣିବା ଏସବୁ କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ନିୟମ ପାଳନ କରିବା ଦ୍ବାରା ଜୀବନ ସୁଖମୟ ହୋଇଥାଏ। ଆପଣଙ୍କ ଘର କିମ୍ବା ଆଖପାଖରେ ଥିବା ଜିନିଷ ଆପଣଙ୍କୁ ଧନବାନ କରିପାରିବ ଏବଂ ଦରିଦ୍ର ମଧ୍ୟ କରିପାରିବ।...
ଆମେ ସମସ୍ତେ ସୁନ୍ଦର ଘର ଏବଂ ସୁଖ ଜୀବନ ଚାହିଁଥାଉ। ଏହା ପାଇଁ ଆମେ ବହୁ ଚେଷ୍ଟା ମଧ୍ୟ କରିଥାଉ। କିନ୍ତୁ କିଛି ଛୋଟ ଛୋଟ କଥାକୁ ଆମେ ଅଣଦେଖା କରି ଦେଉ, ଯେଉଁ କାରଣରୁ ଆମ ପରିବାରର ଖୁସି ଦୂର ହୋଇଯାଇଥାଏ। ବାସ୍ତୁ ଅନୁଯାୟୀ ଏହି ଉପାୟ ଗୁଡ଼ିକୁ ଅବଲମ୍ବନ କରି ଆମେ ଗୃହକୁ ସୁଖସମୃଦ୍ଧିରେ ପରିପୂର୍ଣ୍ଣ କରିପାରିବା। ଘରର ଯେକୌଣସି ଦରଜାରେ ସାମ୍ନା ଅଥବା ପଛରେ କ୍ୟାଲେଣ୍ଡର...
ଘରେ ଥିବା ମାଟି ପାତ୍ରର ବହୁ ବିଶେଷତ୍ୱ ଗୁଣ ରହିଛି। ଏହି ବିଶେଷତ୍ୱ ଗୁଣ ହିଁ ମନୁଷ୍ୟ ଭାଗ୍ୟକୁ ବଦଳାଇଥାଏ। ଶାସ୍ତ୍ର ଅନୁଯାୟୀ ମାଟିର ପାତ୍ରକୁ ଖୁବ ପବିତ୍ର କୁହାଯାଏ। ଏହି କାରଣରୁ ପୂର୍ବରୁ ସଭିଁଏ ମାଟି ପାତ୍ରରେ ଖାଦ୍ୟ ଖାଉଥିଲେ। ବାସ୍ତୁ ଅନୁଯାୟୀ ଏହି ମାଟି ପାତ୍ର ଗୃହରେ ସକରାତ୍ମକ ଶକ୍ତି ଆଣିଥାଏ। ମାଟି ପାତ୍ର ଘରେ ରହିବା ଦ୍ୱାରା ଏହା ଘର ପାଇଁ ଶୁଭଫଳ, ଧନବୈଭବ,...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी