Home Tags Vastu tips

Tag: vastu tips

ସଂସାରରେ ଥିବା ଅନେକ ବସ୍ତୁରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ଥାଏ। ସକରାତ୍ମକ ଶକ୍ତି ଶୁଭଫଳ ପ୍ରଦାନ କରିଥାଏ। ମାତ୍ର ନକରାତ୍ମକ ଶକ୍ତି ଅଶୁଭ ଫଳ ଦେଇଥାଏ। ବାସ୍ତୁ ଅନୁଯାୟୀ, କିଛି ସହଜ ଉପାୟ ଦ୍ୱାରା ଆମେ ସକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି କରି ପାରିବା। ଜାଣନ୍ତୁ ସେ ବିଷୟରେ.... ଘରକୁ ସର୍ବଦା ସଫା ରଖନ୍ତୁ। ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇ, ନିୟମିତ ସକାଳେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ...
ସଭିଏଁ ଇଚ୍ଛା କରିଥାଆନ୍ତି କି ତାଙ୍କ ଘର ଖୁବ ସୁନ୍ଦର ଦେଖାଯାଉ। ଏହି କାରଣରୁ ସେମାନେ ଘରକୁ ସଜାଇବା, ଘରକୁ ରଙ୍ଗ କରିବା, ବିଭିନ୍ନ ପ୍ରକାରର ଆସବାବ ପତ୍ର କିଣିବା ଆଦି କରିଥାଆନ୍ତି। ଘରକୁ ଆକର୍ଷଣୀୟ କରିବା ପାଇଁ ଭିନ୍ନ ଭିନ୍ନ ରଙ୍ଗ ଓ ଡ଼ିଜାଇନର ପରଦା ଲଗାଇଥାଆନ୍ତି। ବହୁ ଲୋକେ ଘରର କାନ୍ଥ ରଙ୍ଗ ଅନୁଯାୟୀ ମଧ୍ୟ ପରଦା ଲଗାଇଥାଆନ୍ତି। ମାତ୍ର ଶାସ୍ତ୍ରରେ ପରଦାର ବିଶେଷ ମହତ୍ତ୍ୱ...
ବହୁ ସମୟରେ ଏପରି ହୋଇଥାଏ ଆମେ ଅନ୍ୟମାନଙ୍କର କେତେକ ଦ୍ରବ୍ୟକୁ ନିଜେ ବ୍ୟବହାର କରିଥାଉ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନ୍ୟମାନଙ୍କର କେତେକ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର କେଉଁ ଦ୍ରବ୍ୟକୁ ବ୍ୟବହାର କରିବା ଅନୁଚିତ .... ମିଳିଥିବା ଉପହାର - ଯଦି ଆପଣଙ୍କୁ କେହି କୌଣସି ଦ୍ରବ୍ୟ ଉପହାର ଦେଉଛି ତେବେ ସେହି ଦ୍ରବ୍ୟକୁ ଆପଣ...
ଘରକୁ ସଜାଇବା ପାଇଁ ତ ସମସ୍ତେ ଚାହାନ୍ତି। ହେଲେ ଧ୍ୟାନ ଦିଅନ୍ତୁ ଯେ, ଘର ସଜାଇବାରେ ଆପଣ ବ୍ୟବହାର କରୁଥିବା ଜିନିଷି ନିଜ ସାଥେ ନକରାତ୍ମକ ଶକ୍ତି ଆଣୁ ନାହିଁ ତ? ତେବେ ଚାଲନ୍ତୁ ଜାଣିବା ଘର ସଜାଇବାରେ ବ୍ୟବହାର କରୁଥିବା କେଉଁ ସବୁ ଜିନିଷ ଘରକୁ ସକରାତ୍ମକ ଶକ୍ତି ଆଣିଥାଏ ଓ କେଉଁ ଜିନିଷ ନକରାତ୍ମକ ଶକ୍ତି ଆଣିଥାଏ – - ଜଙ୍ଗଲୀ ପଶୁଙ୍କ ଫଟୋ ବା ଚିତ୍ର...
ଆମ ଦୈନଦିନ ଜୀବନରେ ହଠାତ୍ କେତେବେଳେ ଆମ ଉପରକୁ ବିପଦ ମାଡ଼ି ଆସେ ଆମେ ଜାଣି ପାରନ୍ତି ନାହିଁ। ଏହି ବିପଦ ଆସି ନିମିସକରେ ଆମ ଜୀବନରେ ଘୋର ଅନ୍ଧାର ଭରିଦିଏ। ତେବେ କ’ଣ ଆପଣ ଜାଣନ୍ତି, ବିପଦ ଆସିବା ପୂର୍ବରୁ ଆମକୁ କିଛି ସଙ୍କେତ ଦେଇଥାଏ। ଯେଉଁ ସଙ୍କେତକୁ କି ଆମେ ଅଣଦେଖା କରିଥାଉ ବା ଜାଣି ପାରି ନଥାଉ। ହେଲେ ଯଦି ଆମେ ଏହି ସଙ୍କେତ...
ଅଧିକ ଧନ ରୋଜଗାର କରିବା ସର୍ତ୍ତେ ଘରେ ଧନର ଅଭାବ ଦେଖାଦେଇଥାଏ। ଏଭଳି ଘଟଣା ବହୁବାର ଦେଖିବାକୁ ମିଳିଥାଏ। ବାସ୍ତୁ ଜନିତ ସମସ୍ୟା କାରଣରୁ ଟଙ୍କାପଇସାର ଅଭାବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ନିକଟରେ ଥିବା କେତେକ ଜିନିଷ କାରଣରୁ ଏହି ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଯେଉଁ କାରଣରୁ ପରିବାରର ସଦସ୍ୟଙ୍କ ଶରୀର ରୋଗଗ୍ରସ୍ତ,ମାନସିକ ଚିନ୍ତା, ଆର୍ଥିକ ସମସ୍ୟା, ସଦସ୍ୟଙ୍କ ମଧ୍ୟରେ ମତଭେଦ...
ଘରେ ବାସ୍ତୁଦୋଷ ରହିଥିଲେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ କାରଣରୁ ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳି ନଥାଏ। ଏହାସହ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ବାସ୍ତୁଦୋଷ ଦୂର ହେବା ଦ୍ବାରା ପରିବାର ସଦସ୍ୟଙ୍କୁ ଶୁଭଫଳ ମିଳିଥାଏ। ଘରର ମୁଖ୍ୟ ଫାଟକ ସମ୍ମୁଖକୁ ସର୍ବଦା ସଫା ରଖନ୍ତୁ। ମୁଖ୍ୟଦ୍ବାର ସମ୍ମୁଖକୁ ରାତିରେ ମଧ୍ୟ...
ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କର ପ୍ରକୃତ ସମ୍ପତ୍ତି ଅଟେ। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ରହିଲେ ଜୀବନରେ ଅଶାନ୍ତି ଭରିଯାଏ। ଏପରି ଦେଖାଯାଏ ଯେ, ଘରର ସଦସ୍ୟ ଦେହ ବାରମ୍ବାର ଖରାପ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ବାସ୍ତୁଜନିତ କାରଣରୁ ଏପରି ହୋଇଥାଏ। କିଛି ସହଜ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ ତାହା କ’ଣ.... ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଯଦି ଗର୍ତ୍ତ ଥାଏ, ତେବେ ପରିବାର...
ବର୍ତ୍ତମାନର ସମୟରେ ଅଧିକାଂଶ ଲୋକେ ବହୁ ସମସ୍ୟା ସହ ଜଡ଼ିତ ହୋଇ ରହିଛନ୍ତି। କେଉଁ ପରିବାରରେ କଳହ ହେଇଛି ଅଥବା କେଉଁ ପରିବାରରେ ଅର୍ଥର ସମସ୍ୟା ଦେଖାଦେଉଛି। କେତେକ ପରିବାରରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‍ ରହୁନି। ଏଭଳି ବିଭିନ୍ନ କାରଣ ହେତୁ ବହୁ ଲୋକେ ସର୍ବଦା ବ୍ୟସ୍ତତା ଓ ଚିନ୍ତା ମଧ୍ୟରେ ସମୟ ଅତିବାହିତ କରୁଛନ୍ତି। ମାତ୍ର ଶାସ୍ତ୍ର ଅନୁଯାୟୀ କିଛି ସହଜ ଉପାୟ ଦ୍ୱାରା...
ସଂପର୍କରେ ଭଲ ପାଇବା ସର୍ବଦା ରଖିବାକୁ ହେଲେ ସଭିଁଏ ବହୁ ଉପାୟ କରିଥାଆନ୍ତି। ବାସ୍ତୁ ଅନୁଯାୟୀ ଗୃହରେ ପ୍ରଜାପତିର ଷ୍ଟିକର୍‍ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପ୍ରଜାପତିର ଷ୍ଟିକରକୁ ଆପଣ ବେଡ଼୍‍ ରୁମ୍‍, ଡ଼୍ରଇଂ ରୁମରେ ରଖିପାରିବେ। ନୀଳ ରଙ୍ଗର ପ୍ରଜାପତି ଭଲ ପାଇବାର ପ୍ରତୀକ ଅଟେ।ଏହି ରଙ୍ଗର ୨ଟି ପ୍ରଜାପତି ବେଡ଼୍‍ ରୁମରେ ରଖିଲେ ଏହା ଖୁବ ଶୁଭଫଳ ପ୍ରଦାନ କରେ। ଦାମ୍ପତ୍ୟ ଜୀବନ ସୁଖମୟ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी