Home Tags Train accident

Tag: train accident

ବିହାର :  ସୀମାଞ୍ଚଳ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ କେନ୍ଦ୍ର ସରକାର ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ, ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଓ ମାଗଣାରେ ଚିକିତ୍ସା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଦୁର୍ଘଟଣାର ତଦନ୍ତ କରିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ...
ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲିରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଲକ୍ଷ୍ନୌ ଓ ବାରାଣସୀରୁ ଏନ୍‍ଡିଆରଏଫ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଦେବାକୁ...
ଲକ୍ଷ୍ମୀପୁର: ରେଳ ଦୁର୍ଘଟଣାରେ କାମିରିଗୁମା ଥାନା ଅନ୍ତର୍ଗତ ଭିତରଗଡ଼ ନିକଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ରମେଶ ଜାନୀ, ବୟସ ୩୫ ଓ  ଘର  ଏହି ପଞ୍ଚାୟତ କାପ୍ସିପୁଟ ଗ୍ରାମରେ ବୋଲି ଜଣାପଡିଛି । ରମେଶ ସକାଳ ପ୍ରାୟ ୭ଟାରେ ଭିତରଗଡ଼ ସ୍କୁଲ ନିକଟରେ ରେଳ ଧାରଣା ପାର ହେଉଥବା ବେଳେ ରାୟଗଡ଼ା ପଟୁ କୋରାପୁଟ ଅଭିମୁଖେ ଯାଉଥିବା କୌଣସି ଏକ ମାଲବାହୀ ଟ୍ରେନ...
କଲମପୁର : ଦାନା ପାଇଁ ଦାଦନ ଖଟିବାକୁ ଯାଇ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସମଗ୍ର ପଶ୍ଚିମ ଓଡିଶା ମସଗୁଲଥିବାବେଳେ ଟିକଚନଙ୍କ ପରିବାରରେ କିନ୍ତୁ ଶୋକର ଛାୟା ଖେଳି ଯାଇଛି। ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ପୁଅ ବଳରାମର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ତଳେ କଲମପୁର ବ୍ଳକ ପାଣିଗାଁର ଟିକଚନଙ୍କ ପୁଅ ବଳରାମ ଗାଁ ପିଲାଙ୍କ ସହ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी