Home Tags Temple

Tag: Temple

ହିନ୍ଦୁ ଧର୍ମରେ ମନ୍ଦିରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ, ମନ୍ଦିର ଏକ ଏପରି ସ୍ଥାନ ଯେଉଁଠି ଭଗବାନ ବାସ କରିଥାଆନ୍ତି। ଏହାସହ ଭକ୍ତମାନେ ବିନା କୌଣସି ସ୍ବାର୍ଥରେ ସେଠାକୁ ଯାଇଥାଆନ୍ତି। କିନ୍ତୁ ମନ୍ଦିରରେ ପ୍ରବେଶ କରିବା ବେଳେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ। ଏହାଦ୍ବାରା ମନ୍ଦିରରେ ପ୍ରାର୍ଥନା କରିବାର ଭଲ ପରିଣାମ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ମନ୍ଦିରେ ପ୍ରବେଶ କରିବା ବେଳେ...
କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମନ୍ଦିର ଯାଇଥାଆନ୍ତି। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମନ୍ଦିର ଯାଇନପାରି ଘରେ ପୂଜା କରିଥାଆନ୍ତି। ଗୃହରେ ପୂଜା ଘର ରହିଥିଲେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ମନ୍ଦିର ଯିବା ଦ୍ୱାରା ଆଧ୍ୟାତ୍ମିକ ଲାଭ ମିଳିଥାଏ। ମନ୍ଦିର ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ। ମନ୍ଦିର ଯିବା ଦ୍ୱାରା ଅନେକ ଲାଭ ମିଳିଥାଏ।...
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବାସ୍ତୁଦୋଷ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି ବାସ୍ତୁଦୋଷ ଘରର ମୁଖ୍ୟଦ୍ବାର ଠାରୁ ଆରମ୍ଭ କରି ପୂଜା ସ୍ଥଳ ପର୍ଯ୍ୟନ୍ତ ରହିଥାଏ। ବାସ୍ତୁ ଦୋଷ ପ୍ରଭାବରେ ପରିବାର ସଦସ୍ୟଙ୍କର ଅଶୁଭ ହୋଇଥାଏ। ସମସ୍ତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ। ଘର ମନ୍ଦିରର ସ୍ଥାନ, ଦିଗ ଓ କିଛି ମୂର୍ତ୍ତି ନିରୂପଣ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମନ୍ଦିରରେ...
ବାଲେଶ୍ବର : ବାଲେଶ୍ବର ଜିଲାରେ ଏକକାଳୀନ ୨ଟି ମନ୍ଦିରରୁ ଚୋରି ହୋଇଛି। ସିମୁଳିଆ ଥାନା ଓ ଖାଇରା ଥାନା ଅଞ୍ଚଳରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ରଘୁନାଥ ମନ୍ଦିର ଓ ଖାଇରା ଥାନା ବକ୍ରେଶ୍ବର ଶିବ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରରେ ପଶି ଚୋରି କରିଥିଲେ। ମଙ୍ଗଳବାର ସକାଳୁ ଏହି ଘଟଣା ସମ୍ପର୍କରେ...
କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମନ୍ଦିର ଯାଇଥାଆନ୍ତି। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମନ୍ଦିର ଯାଇନପାରି ଘରେ ପୂଜା କରିଥାଆନ୍ତି। ଗୃହରେ ପୂଜା ଘର ରହିଥିଲେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ମନ୍ଦିର ଯିବା ଦ୍ୱାରା ଆଧ୍ୟାତ୍ମିକ ଲାଭ ମିଳିଥାଏ। ମନ୍ଦିର ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିବା ସହ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी