Home Tags Technology news

Tag: technology news

ନୂଆଦିଲ୍ଲୀ : ଏପ୍ରିଲ ୫ରେ ପ୍ରଥମ ୫ଜି ସ୍ମାର୍ଟଫୋନ ଗାଲାକ୍ସି ଏସ୍‍-୧୦ର ବଜାର ପ୍ରବେଶ ହେବ। ଏହି ଫୋନକୁ ପ୍ରଥମେ ଦକ୍ଷିଣ କୋରିଆରେ ଲଞ୍ଚ କରାଯିବ। ସାମସଙ୍ଗ ସ୍ମାର୍ଟଫୋନ ଗାଲାକ୍ସି ଏସ୍‍-୧୦ର ମୂଲ୍ୟ ବାବଦରୋ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ଏହାର ମୂଲ୍ୟ ୯୧ହଜାର ୩୦୦ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଖବର ଅନୁସାରେ ଦକ୍ଷିଣ କୋରିଆରେ ତିନୋଟି ଟେଲିକମ କମ୍ପାନୀ ସାମସଙ୍ଗର ଏହି ଫୋନ ପାଇଁ ୫ଜି...
ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ କିଛି ଏମିତି ସ୍ମାର୍ଟଫୋନର ଅପେକ୍ଷାରେ ଅଛନ୍ତି ଯାହା ବେଶ୍ ଆକର୍ଷିତ ହେବାସହ ତାର ମୂଲ୍ୟ କମ୍ ହୋଇଥିବ ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଆମେ ଆପଣଙ୍କୁ ଏଭଳି ଏକ ସ୍ମାର୍ଟଫୋନ ବିଷୟରେ ସୂଚନା ଦେବୁ ଯାହାର ମୂଲ୍ୟ ମାତ୍ର ୪ହଜାର ୯୯୯ଟଙ୍କା। ଯାହା ବେଶ୍ ଆକର୍ଷଣୀୟ। ସବୁଠାରୁ ଖାସ୍ କଥା ହେଉଛି ଏଥିରେ ୪ହଜାର ଏମ୍ଏଚର ବ୍ୟାଟେରୀ ଦିଆଯାଇଛି।...
ନୂଆଦିଲ୍ଲୀ : ସୋମବାର ଆପଲ କମ୍ପାନୀ ଦୁଇଟି ଆଇପ୍ୟାଡ୍ ଲଞ୍ଚ କରିଛି। ଯାହାର ନାମ ଆଇପ୍ୟାଡ୍ ମିନି ଏବଂ ଆଇପ୍ୟାଡ୍ ଏୟର। ଏୟାର ଆଇପ୍ୟାଡରେ ୧୦.୫ଇଞ୍ଚର ଡିସପ୍ଲେ ଦିଆଯାଇଥିବା ବେଳେ ଆଇପ୍ୟାଡ୍ ମିନିକୁ ୭.୯ଇଞ୍ଚର ଡିସପ୍ଲେ ସହିତ ଲଞ୍ଚ କରାଯାଇଛି। ଉଭୟ ଆଇପ୍ୟାଡରେ ଲାଟେଷ୍ଟ ଏ୧୨ ବାୟୋନିକ ପ୍ରୋସେସର ଦିଆଯାଇଛି। ତେବେ ଆସନ୍ତୁ ଦୁଇଟି ଆଇପ୍ୟାଡ ବିଷୟରେ ବିସ୍ତାର ରୂପେ ଜାଣିବା। ଏୟାର ଆଇପ୍ୟାଡର ବିଶେଷତ୍ବ ଏହାର ବିଶେଷତ୍ବ ବିଷୟରେ କହିଲେ...
ନୂଆଦିଲ୍ଲୀ : ଚୀନର ସ୍ମାର୍ଟପୋନ କମ୍ପାନୀ ତାର ସବୁଠାରୁ ସସ୍ତା ଏବଂ ପ୍ରଥମ ଆଣ୍ଡ୍ରଏଡ ସ୍ମାର୍ଟଫୋନ 'ରେଡମି ଗୋ' ଭାରତରେ ଲଞ୍ଚ କରିଛି। ଏହି ଫୋନ ମଙ୍ଗଳବାର(୧୯ମାର୍ଚ୍ଚ) ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି। କହିରଖୁଛୁ, ଏହି ଫୋନକୁ ଚଳିତ ବର୍ଷ ଜାନୁଆରୀରେ ୟୁରୋପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଥିଲା। ଜିଓମି ରେଡମି ଗୋରେ ୫ଇଞ୍ଚର ଏଚଡି ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୭୨୦/୧୨୮୦ପିକ୍ସଲ ରହିଛି। ଏହାବ୍ୟତୀତ ଏହି...
ନୂଆଦିଲ୍ଲୀ : ରଙ୍ଗର ପର୍ବ ହୋଲି ଅବସରରେ ଟେକ୍ନୋ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ କାମନ ଇସ୍କି-୩ର ବଜାର ପ୍ରବେଶ ହୋଇଛି। କ୍ୟାମନ୍‍ ଇସ୍କି-୩ ଟେକ୍ନୋର ପ୍ରଥମ ସ୍ମାର୍ଟଫୋନ ଯାହାକୁ ଆଣ୍ଡ୍ରଏଡ ପାଇ ୯.୦ସହିତ ଭାରତରେ ଲଞ୍ଚ କରାଯାଇଛି। ଏହାସହ ଫୋନକୁ ନେଇ କମ୍ପାନୀର କହିବା କଥା ଏହା କମ ଆଲୋକରେ ମଧ୍ୟ ଭଲ ଫଟୋ ନେବାର କ୍ଷମତା ରଖିଥାଏ। ଏହାବ୍ୟତୀତ ଫୋନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ସପୋର୍ଟ ରହିଛି। କ୍ୟାମନ...
ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ତାର ସବୁଠାରୁ ସସ୍ତା ସ୍ମାର୍ଟଫୋନ ଆଣ୍ଡ୍ରଏଡ ଗୋର ମାର୍ଚ୍ଚ ୧୯ରେ ବଜାର ପ୍ରବେଶ କରିବ। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଫାନକୁ ଲଞ୍ଚ କରାଯିବ। ତେବେ ଆସନ୍ତୁ ଏହାର ବିଶେଷତ୍ୱ ବିଷୟରେ ଜାଣିବା। ଜିଓମିର ରେଡମି ଗୋରେ ୫ଇଞ୍ଚର ଏଚଡି ଡିସପ୍ଲେ ମିଳିବ। ଏହା ବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୪୨୫ପ୍ରୋସେସର ମିଳିବ। ଏଥିରେ ଗ୍ରାଫ୍ଖିକ୍ସ ପାଇଁ ୩୦୮ଜିପିୟୁ ମିଳିବ।...
ନୂଆଦିଲ୍ଲୀ : ଓପୋ ମାର୍ଚ୍ଚ ପ୍ରଥମ ସପ୍ତାହରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଓପୋ ଏଫ୍‍-୧୧ ଏବଂ ଓପୋ ଏଫ୍‍-୧୧ପ୍ରୋ ଲଞ୍ଚ କରିଥିଲା। ଏହି ଉଭୟ ଅଫଲାଇନ ଏବଂ ଅନଲାଇନ୍‍ ଷ୍ଟୋରରେ ଉପଲବ୍ଧ ରହିଛି। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ କ୍ୟାମେରା ସେଟଅଫ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ଏହାବ୍ୟତୀତ ଏଥିରେ ପପଅପ୍‍ ସେଲଫି କ୍ୟାମେରା ରହିଛି। ଯାହା ୧୬ମେଗାପିକ୍ସେଲର।...
ନୁଆଦିଲ୍ଲୀ : ଘରୋଇ ସ୍ମାର୍ଟଫୋନ କମ୍ପାନୀ ଲାଭା ଭାରତରେ ତାର ୪ଜି ଫିଚର ଫୋନ ଲାଭା ୩୪ସୁପର ଲଞ୍ଚ କରିଛି। ଲାଭାର ଏହି ଫୋନ ଜିଓର ୪ଜି ଫିଚର ଫୋନ ଜିଓ ଫୋନ-୧ ଏବଂ ଜିଓ ଫୋନ-୨କୁ ଟକ୍ତକର ଦେବାପାଇଁ ବଜାର ପ୍ରବେଶ କରିଛି। ଏହି ଫୋନ କଳା ଏବଂ ଲାଲ ରଙ୍ଗରେ ଉପଲବ୍ଧ ରହିଛି। ଲାଭା-୩୪ର ମୂଲ୍ୟ ଏବଂ ବିଶେଷତ୍ବ ଏହାର ବିଶେଷତ୍ବ ବିଷୟରେ କହିଲେ ଥିରେ ୨.୪ଇଞ୍ଚର ଡିସପ୍ଲେ...
ନୂଆଦିଲ୍ଲୀ : ଶିଙ୍କୋ ଇଣ୍ଡିଆ ଭାରତୀୟ ବଜାରରେ ତାର ନୂଆ ଲଇଡି ଟିଭି ଏସଓ୪ଏ ଲଞ୍ଚ କରିଛି। ଶିଙ୍କୋ ଇଣ୍ଡିଆର ଏହି ଟିଭିରେ ୩୯ଇଞ୍ଚର ଡିସପ୍ଲେ ରହିଛି। ଯାହା ୪କେ ଭିଡିଓକୁ ମଧ୍ୟ ସପୋର୍ଟ କରିଥାଏ। ଏହି ଟିଭିରେ ଆପଣ ପବଜି ଏବଂ ଏକ୍ସବକ୍ସ ଭଳି ଗେମ ଖେଳିପାରିବେ। ଆମାଜନ ଇଣ୍ଡିଆରେ ଏହି ଟିଭି ଉପଲବ୍ଧ ରହିଛି। ଏହି ଟିଭିରେ ଏପ୍ଲସ ଗ୍ରେଡର ଡିସପ୍ଲେ ପ୍ୟାନେଲ ରହିଛି। ଏହାବ୍ୟତୀତ ଏଥିରେ...
ନୂଆଦିଲ୍ଲୀ : ଓପୋର ସବ-ବ୍ରାଣ୍ଡ ରିଅଲମି କିଛିଦିନ ତଳେ ଭାରତରେ ତାର ନୂଆ ସ୍ମାର୍ଟଫୋନ ରିଅଲମି-୩ ଲଞ୍ଚ କରିଥିଲା। ଏହି ଫୋନକୁ ଫ୍ଲିପକାର୍ଟ ଏବଂ ରିଅଲମି ଡଟକମରୁ କିଣି ପାରିବେ। ଏହି ଫୋନରେ ୱାଟର ଡ୍ରପ ନୋଟ ଡିସପ୍ଲେ ସହିତ ଡୁଆଲ ରିୟର କ୍ୟାମେରା ଏବଂ ବଡ ବ୍ୟାଟେରୀ ମିଳିବ। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ କଲର ଓଏସ୍ ୬.୦ମିଳିବ। ଏହାବ୍ୟତୀତ ଏହି...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी