Home Tags Technology

Tag: technology

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ୱାନପ୍ଲସ ୬ଟିର ମ୍ୟାକ୍‍ଲରେନ୍‍ ଏଡିସନ୍‍। ଭାରତ ପୂର୍ବରୁ ପ୍ରଥମେ ଏହି ଫୋନକୁ ବ୍ରିଟେନରେ ଲଞ୍ଚ କରାଯାଇଥିଲା। ୱାନପ୍ଲସ ୬ଟି ମ୍ୟାକ୍‍ଲରେନ୍‍ ଏଡିସନ୍‍ର ବିଶେଷତ୍ୱ ବିଷୟରେ କହିଲେ, ଏଥିରେ ୧୦ଜିବି ରାମ ମିଳିବ ଏବଂ ଏହାସହିତ ଏହା ୱାରପ୍‍ ଚାର୍ଜ ୩୦କୁ ସେପାର୍ଟ କରିବ। ଫୋନର ରିୟଲ ପ୍ୟାନେଲରେ ଫ୍ଲାସ ଦିଆଯାଇଛି। ଫୋନକୁ ନେଇ କମ୍ପାନୀର କହିବା କଥା ଫର୍ମୁଲା ୱାନ୍‍ ରେସିଙ୍ଗ...
ନୂଆଦିଲ୍ଲୀ : ଆପଣ କୌଣସି ଏକ ସସ୍ଥା ସ୍ମାର୍ଟଫୋନର ଅପେକ୍ଷାରେ ଅଛନ୍ତି କି? ତେବେ ଆପଣଙ୍କ ପାଇଁ ଆମେ ଗୋଟିଏ ଖୁସି ଖବର ଆଣିଛୁ। ଏବେ ଭାରତୀୟ ବଜାରକୁ ପ୍ରବେଶ କରିଛି ଏଭଳି ଏକ ସ୍ମାର୍ଟଫୋନ ଯାହାକୁ ଆପଣ କମ୍‍ ମୂଲ୍ୟରେ କିଣିପାରିବେ। ଏହାର ମୂଲ୍ୟ ମାତ୍ର ୨,୭୯୯ଟଙ୍କା। ସବୁଠାରୁ ଖୁସିର କଥା ହେଉଛି ଏହି ଫୋନରେ ୧୩ମେଗାପିକ୍ସେଲର କ୍ୟାମେରା ରହିଛି। ଚୀନର ସ୍ମାର୍ଟଫୋନ କମ୍ପାନୀ ‘ମେଇଜ’ୁ ଏହି...
ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ଡିସେମ୍ବର ୧୦ତାରିଖରେ ବଜାରକୁ ଆଣିବ ତାର ଏକ ନୂଆ ସ୍ମାର୍ଟଫୋନ। ଯାହାର ନାମ ‘ସାମସଙ୍ଗ ଗାଲାକ୍ସି ଏ-୮ଏସ୍‍’। ଏହି ଫୋନର ଖାସ କଥା ହେଉଛି ଏହାର ଡିସପ୍ଲେର ଏକ କଣା ଥିବ ଯେଉଁଥିରେ କ୍ୟାମେରା ଦିଆଯାଇଥିବ। ଏହା ଭଲ ସେଲଫି କ୍ୟାମେରା ଦେବ। ଯାହାଦ୍ୱାରା ଆପଣ ଭଲ ସେଲଫି ଉଠାଇପାରିବେ। ସାମସଙ୍ଗ ଗାଲାକ୍ସି ଏ-୮ଏସର ବିଶେଷତ୍ୱ ଏପର୍ଯ୍ୟନ୍ତ ମିଳିଥିବା ଖବର ଏବଂ ପୋଷ୍ଟର ଅନୁସାରେ ସାମସଙ୍ଗ...
ନୂଆଦିଲ୍ଲୀ : ମାଇକ୍ରୋମାକ୍ସ କମ୍ପାନୀ ଭାରତରେ ନିଜର ଦୁଇଟି ନୂଆ ଗୁଗୁଲ ସାର୍ଟିଫାଏଡ ସ୍ମାର୍ଟ ଟିଭି ଲଞ୍ଚ କରିଛି। କମ୍ପାନୀ ତରଫରୁ ଏହାର ନାମକରଣ କରାଯାଇ ନାହିଁ। ମାଇକ୍ରୋମାକ୍ସର ଏହି ଆଣ୍ଡ୍ରଏଡ ଟିଭିକୁ ୪୯ ଏବଂ ୫୫ ଇଞ୍ଚର ଦୁଇଟି ମଡେଳରେ ଲଞ୍ଚ କରାଯାଇଛି। ଏହି ଦୁଇଟି ଟିଭିରେ ୪କେ ଅଲ୍‍ଟ୍ରା ଏଚଡି ଏଚ୍‍ଡିଆର୧୦ ସପୋର୍ଟ ରହିଛି। ଏହାର ୪୯ ଇଞ୍ଚ ଟିଭିର ମୂଲ୍ୟ ୫୧,୯୯୦ ଟଙ୍କା ଏବଂ...
ନୂଆଦିଲ୍ଲୀ : ଆପଲର ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ‘ଆଇପ୍ୟାଡ ପ୍ରୋ ୨୦୧୮’ ସହିତ ଏକ ନୂଆ ମ୍ୟାକ୍‍ ମିନି ଲଞ୍ଚ କରିଛି। ୨୦୧୪ ମସିହା ପରେ ପ୍ରଥମଥର ପାଇଁ ମ୍ୟାକ ମିନିର ଡିଜାଇନ୍‍ରେ କମ୍ପାନୀ ତରଫରୁ ପରିବର୍ତ୍ତନ କରାଯାଇଛି। କମ୍ପାନୀର କହିବାକଥା ଏହା ପୂର୍ବ ତୁଳନାରେ ୫ଗୁଣା ଅଧିକ ସ୍ପିଡ ହେବ। ଏଥିରେ ୬ କୋର ପ୍ରୋସେସର ରହିଛି। ଏବଂ ଏଥିରେ ଗ୍ରାହକ ୬୪ଜିବି ପର୍ଯ୍ୟନ୍ତ...
ନୂଆଦିଲ୍ଲୀ : ଭାରତୀୟ ମୋବାଇଲ କମ୍ପାନୀ ‘ମାଇକ୍ରୋମାକ୍ସ ସ୍ପାର୍କ ଗୋ’ ନାମକ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ଫୋନକୁ ଆଣ୍ଡ୍ରଏଡ ଗୋ ଏଡିସନ ସହିତ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ମାତ୍ର ୩,୯୯୯ ଟଙ୍କା। ଅକ୍ଟୋବର ୨୬ ତାରିଖରୁ ଫ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ କିଣିଲେ ଆପଣ ଜିଓ ତରଫରୁ ୨୫ ଜିବି ଡାଟା ପାଇପାରିବେ। ଏଥିରେ ଡୁଆଲ ସିମ୍‍...
ନୂଆଦିଲ୍ଲୀ : ରିଲାଏନ୍ସ କମ୍ପାନୀ ଏକ ନୂଆ ନିଷ୍ପତ୍ତି ନେଇଛି। ଏବେ ରିଲାଏନ୍ସ ଜିଓ ଗ୍ରାହକ ମାନେ ତାଙ୍କ ଫୋନରେ ଅଶ୍ଲିଳ ଭିଡିଓ ଦେଖିପାରିବେ ନାହିଁ। କିଛି ଦିନ ତଳେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେଇଥିଲେ। ଦୂରସଂଚାର ବିଭାଗ, ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶ ପରେ ସମସ୍ତ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ନିଜ ନେଟୱର୍କରେ ଅଶ୍ଲିିଳ ଭିଡିଓ ନ ଦେଖାଇବାପାଇଁ ଆଦେଶ ଦେଇଥିଲେ। କୋର୍ଟ...
ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ୧୦ ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ଜିଓମୀ ବ୍ଲାକ ସାର୍କ ହେଲୋ’। ଜିଓମୀର ଏହି ଫୋନକୁ ଏବେ ଚୀନ ବଜାରରେ ଲଞ୍ଚ କରାଯାଇଛି। ବ୍ଳାକ ସାର୍କ ହେଲୋ ଚଳିତ ବର୍ଷ ଅପ୍ରେଲ ମାସରେ ଲଞ୍ଚ ହୋଇଥିବା ଜିଓମୀ ବ୍ଳାକ ସାର୍କର ଅପଗ୍ରେଡ ଭରସନ। ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ...
ନୂଆଦିଲ୍ଲୀ : ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆସେବା ଆରମ୍ଭ କରିଛି। ଏବେ ଏୟାରଟେଲର ଗ୍ରାହକ ଗୁଗୁୂଲ ଆସିଷ୍ଟାଣ୍ଟର ସାହାର୍ଯ୍ୟରେ କଷ୍ଟମର କୟୋର ସହିତ କଥା ହୋଇପାରିବେ। ମାତ୍ର ଏବେ ଏହି ସେବା କେବଳ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି। ଖୁବଶୀଘ୍ର ଏହାକୁ ଅନ୍ୟଭାଷାରେ ମଧ୍ୟ ଉପଲବ୍ଧ କରାଯିବ। ଯାହାର ସୁବିଧା ଦେଶର କୋଟି କୋଟି ଗ୍ରାହକ ଉଠାଇପାରିବେ। ଏୟାରଟେଲର ଏହି ଅଫର ଆଣ୍ଡ୍ରଏଡ ଏବଂ ଆଇଓଏସ...
ନୂଆଦିଲ୍ଲୀ : ଜିଓ ସବୁବେଳେ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ନୂଆ ଅଫର ଆଣିଥାଏ। ସେହିଭଳି ଏବେ କିଛି ଦିନ ପୂର୍ବେ ଜିଓ ଏକ ନୂଆ ଅଫର ଆଣିଛି। ଦୀପାବଳୀକୁ ଆଖି ଆଗରେ ରଖି ଜିଓ ଏହି ନୂଆ ଅଫର ଆଣିଛି। ଏହି ଅଫର ଅନୁସାରେ ୧୬୯୯ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଅନଲିମିଟେଡ କଲିଙ୍ଗ ଏବଂ ପ୍ରତିଦିନ ୧୦୦ମେସେଜ ମିଳିବ। ଯାହାର ବୈଧତା ୧ବର୍ଷ। ଜିଓର ଏହି...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी