Home Tags Supreme Court

Tag: Supreme Court

ଭୁବନେଶ୍ବର: ଡିସେମ୍ବର ମାସରେ ନୂଆ ଆମିକସକ୍ୟୁରି ନିଯୁକ୍ତ ହେବ । ଶନିବାର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ଆମିକସକ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ବରୁ ଅବ୍ୟାହତି  ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଆ ଆମିକସକ୍ୟୁରି ନିଯୁକ୍ତି ସମ୍ଭାବନା ରହିଛି । ଆସନ୍ତା ବର୍ଷ ଜାନୁୟାରୀ ଦ୍ବିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଣୁଣାଣି ନେଇ ଦିନଧାର୍ଯ୍ୟ କରାଯାଇଛି ।
ନୂଆଦିଲ୍ଲୀ: ରିଏଲ ଇଷ୍ଟେଟ ବ୍ୟବସାୟରେ ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ଜମି ପ୍ରଦାନ କରିବାରେ ବିଫଳ ହେବାରୁ ଆମ୍ରପାଲ୍ଲୀର ୩ଜଣ ନିର୍ଦେଶକଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ୟୁ ୟୁ ଲଲିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପୁଲିସକୁ କୋର୍ଟ ପରିସରକୁ ଡାକି ସଂସ୍ଥାର ନିର୍ଦେଶକ ଅନିଲ କୁମାର ଶର୍ମା, ଶୈବ ପ୍ରିୟା ଓ ଅଜୟ କୁମାରଙ୍କୁ ଗିରଫ କରିବାକୁ ନିର୍ଦେଶ...
ନୂଆଦିଲ୍ଲୀ: ଭୀମା କୋରେଗାଓ ହିଂସାରେ ସମ୍ପୃକ୍ତ ମାମଲାରେ ଗିରଫ ହୋଇଥିବା ୫ ବାମପନ୍ଥୀ ବିଚାରପନ୍ଥୀ ଆଗାମୀ ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ। ସୁପ୍ରିମ କୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ସୋମବାର ହେବ। ବୁଧବାର ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବାକୁ ଥିଲା। ତେବେ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୧୭ରେ କରିବାକୁ କୋର୍ଟ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ବୁଧବାର ଏହି ମାମଲାରେ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋବର ତାଙ୍କ...
ନୂଆଦିଲ୍ଲୀ : ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ୟାଦବ ଓ ପତ୍ନୀ ନିର୍ମଳା ଦେବୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ସାମାଜିକ ଗଣମାଧ୍ୟମ ହ୍ୱାଟ୍ସଆପ ମାଧ୍ୟମରେ ହୋଇଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ଝାଡଖଣ୍ଡ ହଜିରାବାଦର ଏକ ଅଦାଲତରେ ବିଚାରପତି ହ୍ୱାଟ୍ସଆପ କଲ ମାଧ୍ୟମରେ ଏହାର ଶୁଣାଣି କରିଥିଲେ। ମନ୍ତ୍ରୀ ଯୋଗେନ୍ଦ୍ର ୟାଦବ ଓ ନିର୍ମଳା ଦେବୀ ୨୦୧୬ରେ ଏକ ଦଙ୍ଗା ମାମଲାରେ ଅଭିଯୁକ୍ତ ଥିଲେ। ପୂର୍ବବର୍ଷ ଏହି...
ନୂଆଦିଲ୍ଲୀ : କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ମୁସଲମାନ ଧର୍ମ ଗ୍ରହଣ କରିଥିବା ହାଦିଆ ଓରଫ ଅଖିଳାର ନିକାହ ବା ବିବାହକୁ ସୁପ୍ରିମକୋର୍ଟ ଗୁରୁବାର ସ୍ୱୀକୃତି ପ୍ରଦାନ କରିବା ସହ ସ୍ୱାମୀ ସହ ରହିବାକୁ ଅନୁମତି ଦେଇଛନ୍ତି । ଏହାସହ କେରଳ ହାଇକୋର୍ଟଙ୍କ ପୂର୍ବ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ହାଦିଆ ସ୍ୱଇଚ୍ଛାରେ ମୁସଲମାନ ଧର୍ମ ଗ୍ରହଣ କରିବା ସହିତ ଶଫିନ ଜାହାନଙ୍କୁ ବିବାହ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी