Home Tags Suisite

Tag: suisite

ଯାଜପୁର : ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବରୁଣେଇପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ୱଶୁର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶନିବାର କୌଣସି କଥାକୁ ନେଇ ଶ୍ୱଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଶ୍ୱଶୁର ଏକ ଧାରୁଆ ଅସ୍ତ୍ରରେ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବୋହୂଙ୍କୁ...
ଝାରସୁଗୁଡ଼ା : କୋଲାବିରା ସମାସିଙ୍ଘାରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଭାଗଚାଷୀ ହେଲେ ଯୁଧିଷ୍ଠିର ମଲ୍ଲିକ। ଋଣଭାର ସହି ନପାରି ସେ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଭୁବନେଶ୍ୱର : ରାଜଧାନୀରେ ଏକ ଦୁଃଖଦ ଘଟଣା ଘଟିଛି। ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳକ ପୁଅର ସନ୍ଦେହଜନକ  ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ନବରଙ୍ଗପୁର : ନବରଙ୍ଗପୁର ସହର ପୂର୍ତବିଭାଗ ଡ଼ାକ ବଙ୍ଗଳାରେ ସେନାପତି ସାହିରେ ଜଣେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ ପ୍ରେମ ଚନ୍ଦ୍ର ବାଗ (୬୨)। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମ ଚନ୍ଦ୍ର ବାଗ ଜଣେ ଅବସର ପ୍ରାପ୍ତ ଅତିରିକ୍ତ ଉପ-ଆରକ୍ଷୀ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ମୁମ୍ବାଇ : ଜୁହୁ ତାରା ରୋଡ଼୍‍ ଅନ୍ତର୍ଗତ ଶିବାଜୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜନୈକ ମହିଳା ନିଜ ପୁଅକୁ ମୂଷା ଔଷଧ ଖୁଆଇ ଦେବାରୁ ପୁଅର ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁଯାୟୀ, ସୋମବାର ୩୪ ବର୍ଷୀୟ ରିନା ଆୟାର ଆତ୍ମହତ୍ୟା କରିବା ପାଇଁ ମୂଷା ଔଷଧ ଖାଇଥିଲେ। ଏହାପୂର୍ବରୁ ନିଜ ପାଞ୍ଚ ବର୍ଷିୟ ପୁଅ ହର୍ଷକୁ ମଧ୍ୟ ମୂଷା ଔଷଧ ଖୁଆଇ ଦେଇଥିଲେ। ତାଙ୍କୁ ଗୁରୁତର...
ବାସୁଦେବପୁର : ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାୟ ଛଅ ମାସ ପୂର୍ବେ ବିବାହ କରିଥିବା ଦମ୍ପତ୍ତି ଆତ୍ମହତ୍ୟା କରିଥବା ସୂଚନା ମିଳିଛି। ମୃତ ଦମ୍ପତ୍ତି ହେଲେ ରଞ୍ଜନ ମଳିକ ଓ ଗୀତା ମଳିକ । ଉଭୟଙ୍କ ବୟସ ୨୦ ରୁ ୨୪ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ତେବେ ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी