Home Tags Suando news

Tag: suando news

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀବ୍ଲକ ବଳପୁର ପଞ୍ଚାୟତ ଆନନ୍ଦପୁର ଗାଁର ମଞ୍ଜୁ ଭୋଇ ୪୦ ବର୍ଷ ସ୍ୱାମୀ କେଶବ ଭୋଇଙ୍କ କଚ୍ଚା ଚାଳଘର ବର୍ଷାରେ ଭାଙ୍ଗି ଯିବାରୁ ପର ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ମଞ୍ଜୁଙ୍କ ପରିବାର ମାନସିକ ଭାରସାମ୍ୟ ହରାଇଥିବା ଜଣାପଡିଛି। ପରଘରେ ପାଇଟି କରି ମୂଲ ମଜୁରୀ ଲାଗି ନିଜର ଦୁଇ ଝିଅଙ୍କୁ ପାଠ ପଢାଇବା ସହିତ ଦୁଃଖେ କଷ୍ଟରେ ପରିବାର ଚଳାନ୍ତି । ଦୁଇଦିନ...
ସୁଆଣ୍ଡୋ : ପୁରୀଜିଲାର ସାକ୍ଷୀଗୋପାଳ ମନ୍ଦିରରେ ତିନିଦିନ ଧରି ଚାଲିଥିବା ଶ୍ରୀରାଧା ଜନ୍ମୋତ୍ସବର ଉଜ୍ଜାପନୀ ସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଶିଳ୍ପପତି ନାରାୟଣ ପାତ୍ର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ମିଶ୍ର, ସିଂହଦ୍ଵାର...
ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବିତା, ବକ୍ତୃତ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଛି। ଏହି ପ୍ରତିଯୋଗିତା ଜନ୍ମମାଟି ସୁଆଣ୍ଡୋସ୍ଥିତ ସ୍ମୃତି ମନ୍ଦିର ପରିସରରେ କରାଯାଇଥିଲା। ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ରବିବାର ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ପ୍ରତିଯୋଗିତାକୁ ସ୍ମୃତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଆନୁଷ୍ଠାନିକ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी