Home Tags Suando

Tag: suando

ସୁଆଣ୍ଡୋ: ପ୍ରତି ମଣିଷର ଅଲଗା ରୁଚି ବା ଖିଆଲ ରହିଥାଏ । ସବୁ ସମୟରେ ମଣିଷ ନିଜକୁ ଦୁନିଆଁ ଆଗରେ ନିଜକୁ ଭିନ୍ନ  ମଣିଷ ଭାବେ ପରିଚିତ କରିବା ପାଇଁ ଉଦ୍ୟମ କରି ଚାଲିଥାଏ । ସେହିପରି ଜଣେ ଖିଆଲି ମଣିଷ ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ପାଟଣା ସାହିର ଜୟକୃଷ୍ଣ ସାହୁ। ବୟସ ୪୮ ବର୍ଷ । ତାଙ୍କ କେଶର ଲମ୍ବ ଏବେ...
ସୁଆଣ୍ଡୋ: କାର୍ତ୍ତିକମାସ ବଡ ଏକାଦଶୀରେ ବର୍ଷକେ ଥରେ ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କୁ ଚୁଡାଘଷା ଭୋଗ ଲାଗି କରା ଯାଇଥାଏ । ଶ୍ରୀ ଗୋପାଳ ପଶ୍ଚାଞ୍ଚଳର ଠାକୁର ହୋଇଥିବାରୁ ବର୍ଷ ତମାମ ତାଙ୍କ ନିକଟରେ ଗହମଜାତ ପଦାର୍ଥରୁ ପ୍ରସ୍ତୁତ ହୋଇଥିବା ସୁମିଷ୍ଟ ସରପୁଳି କାକରା ବଲ୍ଲଭ ଛତୁଆ ଖୁରୁମା ମଗଜଲଡୁ ଆଦି ପୂଜା କରାଯାଏ । ତେବେ ମହା କାର୍ତ୍ତିକ ମାସ ବଡ ଏକାଦଶୀରେ ମାନସିକ ଧାରୀମାନେ ଠାକୁରଙ୍କ ପାଟ ଅଗଣାରେ...
ସୁଆଣ୍ଡୋ: ଗୋପବନ୍ଧୁ ଜ୍ୟୋତି ଯାତ୍ରା ଅବସରରେ ମଙ୍ଗଳବାର ପୁରୀରେ ସତ୍ୟବାଦୀବ୍ଲକର ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ୟ୍ୟରତ ଥିବା ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ଦେବୀ ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥଙ୍କୁ ଆୟୋଜିତ ସଭାରେ ଅତିଥିମାନେ ଉପାୟନ ଫୁଲତୋଡା ପ୍ରମାଣପତ୍ର ଆଦି ଦେଇ ଏହି କୃତି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସଭାରେ ଜିଲ୍ଲାପାଳ...
ସୁଆଣ୍ଡୋ: ଆଜକୁ ୫୬ ବର୍ଷ ଧରି ଗୋପବନ୍ଧୁ ଜୟନ୍ତୀ ସୁଆଣ୍ଡୋରେ ପାଳନ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଜୟନ୍ତୀ ଅବସରରେ ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ଉତ୍ସବର ଅତିଥିମାନେ ସେମାନଙ୍କୁ ପୁରସ୍କୃତ କରିଥାନ୍ତି । ଛାତ୍ରଛାତ୍ରୀ ମାନେ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ ପାଞ୍ଚ ବର୍ଷ ତଳୁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି। ସତ୍ୟବାଦୀ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ମୃତିପରିଷଦ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी