Home Tags Student pregnancy

Tag: student pregnancy

ଉଦଳା : ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ବର୍ତ୍ତମାନ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି । ସେହି କ୍ରମରେ ଉଦଳାରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ପୀଡିତା ଜଣଙ୍କ ହେଲେ ମୟୁରଭଞ୍ଜ ଜିଲା ଉଦାଳର ଏକ ଆଶ୍ରମରେ ରହି ପଢୁଥିବା ନବମ ଶ୍ରେଣୀ । ଏନେଇ ଆଶ୍ରମର ପ୍ରଧାନ...
କନ୍ଧମାଳ : କନ୍ଧମାଳରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ଜଣେ ନବମ ଶ୍ରେଣୀ ଛାତ୍ରୀ ମଉସାଙ୍କ ଦ୍ବାରା ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଛନ୍ତି । ପୀଡିତା ଜଣକ ଛଅ ମାସର ଗର୍ଭବତୀ ଥିବା ବେଳେ ପରିବାର ଲୋକେ ଏବିଷୟରେ ଜାଣିବାକୁ ପାଇଥିଲେ । ପରେ ଏନେଇ ଥାନାରେ ପରିବାରଲୋକ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ...
କଳାହାଣ୍ଡି: ଦାରିଙ୍ଗିବାଡ଼ିର ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ କଳାହାଣ୍ଡି ଜିଲାର ଜଣେ ଛାତ୍ରୀଙ୍କ ଗର୍ଭପାତ ଘଟଣା ସାମ୍ନାକୁ ଆସିଛି । ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭପାତ କରାଇବାକୁ ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଛି ।...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी