Home Tags Student

Tag: student

ଗଜପତି : ସୋମବାର ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସମସ୍ତଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯିବା ସହ ହଷ୍ଟେଲ ଛାଡ଼ିବା ସମ୍ପର୍କରେ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଛାତ୍ରୀମାନେ କନ୍ୟାଶ୍ରମ ଛାଡ଼ି ପଳାଇଥିଲେ। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ, ଜିଲା ମଙ୍ଗଳ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ...
ଅନୁଗୁଳ: ଚକୋଲେଟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଘଟଣାରୁ ପ୍ରକାଶ ଯେ ସ୍କୁଲର ଜଣେ ଛାତ୍ରଙ୍କ ଆଜି ଜନ୍ମ ଦିନ ଥିଲା । ଏଥିପାଇଁ ସେ ସ୍କୁଲର ୨୬ ଜଣ ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ବାଣ୍ଟିଥିଲେ । ତେବେ ଚକୋଲେଟ ଖାଇବାର କିଛି ସମୟ ପରେ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପେଟ କାଟିବା...
ମାଲକାନଗିରି: ଯୁକ୍ତ ଦୁଇ ଛାତ୍ରଙ୍କୁ ମାଓବାଦୀମାନେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ର ହେଉଛନ୍ତି ମୁରଲିଗୁଡା ନିବାସୀ ପେଡିୟମ ମୁକେଶ। ସେ ଯୁକ୍ତ ଦୁଇର ଛାତ୍ର ଅଟନ୍ତି। ସେ କୋଣ୍ଟା ଆଶ୍ରମରେ ରହି ପାଠ ପଢୁଥିଲେ। ସୁକମା ଜିଲା ଭେଜି ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ମୁକେଶଙ୍କୁ ମାଓବାଦୀମାନେ ଅପହରଣ କରିଛନ୍ତି। ଏନେଇ ସୁକମା‌ ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି। ଛାତ୍ରଙ୍କୁ...
ବଡ଼ସାହି: ବୀରେଶ୍ବରପୁରସ୍ଥିତ ନୂତନ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କର ଅକାଳ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଗଜଡିହୀ ଗ୍ରାମର ସର୍ବେଶ୍ବର ମଢେଇଙ୍କ ଝିଅ ମାମା(୧୨) ।  ୪ବର୍ଷ ଧରି ସେ ଉକ୍ତ ଛାତ୍ରୀନିବାସରେ ରହି ପାଠ ପଢୁଥିଲେ । ସୋମବାର ଦିନ ମାମାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ଆଶୁ ଚିକିତ୍ସା କରିଥିଲେ ।...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी