Browsing Tag

strike

ଫନିକୁ ବିତିଲା ୨୫ ଦିନ, ବିଜୁଳି ସମସ୍ୟା ଦୂର ନହେବାରୁ ଗ୍ରାମବାସୀଙ୍କ ରାସ୍ତାରୋକ

ଜଗତସିଂହପୁର : ସାମୁଦ୍ରିକ ଝଡ଼ ‘ଫନି’କୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ବିଜୁଳି ସମସ୍ୟା ଦୂର ନହେବାରୁ ସୋମବାର ବିରିଡ଼ି ବ୍ଲକ ତଳପାଟକ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। କନ୍ଦରପୁର-ମାଛଗାଁ ରାସ୍ତାର ପଣ୍ଡିଆ ଛକରେ…
Read More...

ପାଣି ପାଇଁ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଧର୍ମଗଡ : କୋକସରା ବ୍ଲକ ଡଙ୍ଗରିଗୁଡାରେ ପାଣି ପାଇଁ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି। ସେମାନେ ରାସ୍ତାରେ ଗରା ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯାତାୟତ…
Read More...

ବିଦ୍ୟୁତ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଜଗତସିଂହପୁର : ‘ଫନି’ ବାତ୍ୟାର ୧୩ ଦିନ ବିତି ଯାଇଥିବା ପରେ ମଧ୍ୟ ବିଦ୍ୟୁତ ଆସି ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରୁଛନ୍ତି। ବୁଧବାର ଦିନ ରଘୁନାଥପୁର ବଜାର କମିଟି ତରଫରୁ କଟକ-ପାରାଦୀପ…
Read More...

ବିଦ୍ୟୁତ ପାଇଁ ରାସ୍ତାରୋକ

ଜଗତସିଂହପୁର : ସାମୁଦ୍ରିକ ଛଡ଼ ଫନିର ତାଣ୍ଡବକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସମସ୍ୟା ଦୂର ନହେବାରୁ ଜଗତସିଂହପୁରର ଜନ୍ଦରପୁର-ମାଛଗାଁ ଡ଼ିହସାହିରେ କାଦୁଅପଡ଼ା ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡ଼ିଛି।…
Read More...

ପାଣି ଓ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ରାସ୍ତାରୋକ

ଭୁବନେଶ୍ୱର : ପାଣି ଓ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ଭୁବନେଶ୍ୱର ଗ୍ୟାରେଜ ଛକରେ ସ୍ଥାନୀୟ ବାସିନ୍ଦା ଶୁକ୍ରବାର ରାସ୍ତାରୋକ କରିଛନ୍ତି। ବାତ୍ୟା ପ୍ରଭାବରେ ଲୋକଙ୍କ ଧନସମ୍ପତ୍ତି ଓ ଘରଦ୍ୱାର ବିପୁଳ…
Read More...

ପାନୀୟ ଜଳ ଓ ରିଲିଫ ଦାବିରେ ରାସ୍ତାରୋକ

ଜଗତସିଂହପୁର : ବାତ୍ୟା ‘ଫନି’କୁ ୪ ଦିନ ହେବା ପରେ ମଧ୍ୟ ରିଲିଫ ଓ ପିଇବା ପାଣି ନମିଳିବାରୁ ଜଗତସିଂହପୁର ଜିଲ୍ଲା ଧନୀପୁର ଗ୍ରାମର ବାସିନ୍ଦାମାନେ ମଙ୍ଗଳବାର ନିଜର ଦାବି ଜଣାଇ ରାସ୍ତାରୋକ କରିଛନ୍ତି। ସୂଚନା ଯୋଗ୍ୟ,…
Read More...

ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ରାସ୍ତାରୋକ

ଭୁବନେଶ୍ବର : ଭୁବନେଶ୍ବର ବିଏମ୍‌ସିର ଠିକା ସଫେଇ କର୍ମଚାରୀମାନେ ବକେୟା ଦରମା ଦାବିରେ ଶୁକ୍ରବାର ସକାଳେ ରାସ୍ତାରୋକ କରିଛନ୍ତି। ସେମାନଙ୍କୁ ବକେୟା ଦରମା ନ ମିଳିବାରୁ ଆଜି ଜୟଦେବବ ବିହାର ଛକ ଠାରେ ରାସ୍ତାରୋକ…
Read More...

ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ଖୋର୍ଦ୍ଧା ବନ୍ଦ

ଖୋର୍ଦ୍ଧା : ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ସୋମବାର ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିକେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛନ୍ତି। ବିକେପି…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ଭୁବନେଶ୍ବର : ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ସହ ଚାଷୀମାନଙ୍କର…
Read More...

ବିଧାୟକ ଟିକେଟ ନ ମିଳିବାରୁ ରାସ୍ତାରୋକ

ଝାରସୁଗୁଡା : ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ବିଜେଡି ପକ୍ଷରୁ ଟିକଟ ମିଳିନାହିଁ। ତାଙ୍କୁ ବିଧାୟକ ଟିକେଟ ନ ମିଳିବାରୁ ବୁଧବାର ଦିନ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏହାର…
Read More...