Browsing Tag

strike

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନଶନ ବେଳେ ଜଣେ ଅସୁସ୍ଥ

ଛତ୍ରପୁର : ବାର୍ଦ୍ଧକ୍ୟ ଭତ୍ତା ଦାବିରେ ଅନଶନ କରୁଥିବା ବେଳେ ଜଣେ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଆନ୍ଦୋଳନକାରୀଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖଲ୍ଲିକୋଟ ବ୍ଳକ୍ ଜାନପୁର…
Read More...

ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଝାରସୁଗୁଡା: ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନାକୁ ପୂର୍ବ ଭଳି କାର୍ଯ୍ୟକ୍ଷମ କରିବା ପାଇଁ ଶନିବାର ଜୟଭୀମ ଘାସି ସମାଜ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳୁ…
Read More...

ଢାବାରେ ନାବାଳକ ମୃତ ଘଟଣା, ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

ବାଲେଶ୍ୱର : ବାଲିଆପାଳ ଇଡ଼କୋ ଛକ ସ୍ଥିତ ଢାବାରେ ନାବାଳକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଶନିବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ନାବାଳକ ମୃତ୍ୟୁ ଘଟଣାର ତଦନ୍ତକୁ ଦୃଷ୍ଟି ନଦେଇ ପୁଲିସ ଏକତରଫା…
Read More...

ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣା; ରସୁଲଗଡ଼ ଛକରେ ରାସ୍ତାରୋକ

ଭୁବନେଶ୍ୱର : ମଞ୍ଚେଶ୍ୱର ଅଞ୍ଚଳରେ ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣାକୁ କେନ୍ଦ୍ର କରି ରସୁଲଗଡ଼ ଛକରେ ବୁଧବାର ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଲୁଟେରାଙ୍କୁ ଗିରଫ ଦାବିରେ ଟାୟାର ଜାଳି ଏହି ରାସ୍ତାରୋକ…
Read More...

ଧାରଣାରେ ଡ଼ାକ୍ତର, ରୋଗୀ ସେବା ବନ୍ଦ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ମେଡ଼ିକାଲରେ ଡ଼ାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ରବିବାର ମେଡ଼ିକାଲ ସମ୍ମୁଖରେ ଡ଼ାକ୍ତର ଓ ସୁରକ୍ଷାକର୍ମୀମାନେ ଧାରଣା ଦେଇଛନ୍ତି। ଫଳରେ ରୋଗୀ ସେବା ବନ୍ଦ ରହିଛି। ସୂଚନା…
Read More...

କ୍ଷୀର ଭଣ୍ଡାରରେ ତାଲା, ଧାରଣାରେ ବସିଲେ ଚାଷୀ

ବାସୁଦେବପୁର : ଭଦ୍ରକ ଜିଲା ଅନ୍ତର୍ଗତ ବାସୁଦେବପୁରରେ ଥିବା କ୍ଷୀର ଭଣ୍ଡାରରେ ଶନିବାର ଚାଷୀମାନେ ତାଲା ପକାଇଦେଇଥିବା ଜଣାପଡ଼ିଛି। କ୍ଷୀରର ମାନ ସଠିକ ନଥିବା ଦର୍ଶାଇ କର୍ତ୍ତୁପକ୍ଷ ଚାଷୀମାନଙ୍କ ଠାରୁ କ୍ଷୀର ନନେବାରୁ…
Read More...

ହତ୍ୟାକାଣ୍ଡ ମାମଲାରେ ଜାତୀୟରାଜପଥ ଅବରୋଧ

ବ୍ରଜରାଜନଗର : ଏକ ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟଲୋକ ମଙ୍ଗଳବାର ସକାଳ ୬ଟାରୁ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି ।…
Read More...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବଲାଙ୍ଗୀର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ…
Read More...

ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀଙ୍କ ବିକ୍ଷୋଭ

ଧର୍ମଗଡ : ଧର୍ମଗଡ ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀଙ୍କ ବିକ୍ଷୋଭ କରିଛନ୍ତି। ଚାଷୀମାନେ କଲମପୁର ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଧାନ ବୋଝେଇ ଟ୍ରକ ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ…
Read More...

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକ

ଯାଜପୁର : ଲଗାତାର ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାକୁ ଓହ୍ଲାଇଛନ୍ତି । ଯାଜପୁର ଖଣ୍ଡରା ଅଞ୍ଚଳରେ ଗତ କିଛି ଦିନ ଧରି ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା…
Read More...