Browsing Tag

strike

ବିଡିଓଙ୍କ ବଦଳି ଦାବିରେ ଆମରଣ ଅନଶନ: ଅସୁସ୍ଥ ହେଲେ ସମିତି ସଦସ୍ୟ

ବାଲେଶ୍ବର : ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକ ସମ୍ମୁଖରେ ବିଡିଓଙ୍କ ବଦଳି ଦାବିରେ ଆମରଣ ଅନଶନ କରାଯାଇଛି। ବିଡିଓ ବିନୋଦ ଚନ୍ଦ୍ର ପଣ୍ତା ବ୍ଲକର ନିର୍ବାଚିତ ଜନପ୍ରତିନିଧୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ…
Read More...

୩୩ ମାସର ଇପିଏଫ ଟଙ୍କା ଜମା ହୋଇ ନଥିବା ନେଇ ସଫେଇ କର୍ମଚାରୀଙ୍କ ଧାରଣା

ଗୋପାଳପୁର: ଗୋପାଳପୁର ଏନ୍ଏସିରେ ନିୟୋଜିତ ରହିଥିବା ଠିକା ସଫେଇ କର୍ମଚାରୀମାନେ ବକେୟା ରହିଥିବା ଇପିଏଫ ଟଙ୍କା ଜମା କରାଯାଉନଥିବା ପ୍ରତିବାଦରେ ଗତ ୩ ଦିନ ହେଲା କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଆଜି ଏନ୍ଏସି…
Read More...

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ; ସମୂହ ଇସ୍ତଫା ଦେବେ

ଭୁବନେଶ୍ୱର: ରାଜ୍ୟର ପ୍ରାଣୀ ଚିକିତ୍ସକମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି ଯେ,…
Read More...

କୃଷି ଆଇନକୁ ବିରୋଧ: ଆଖି ବୁଜିଲେ ଆଦିବାସୀ ମହିଳା କୃଷକ ନେତ୍ରୀ

ହରିୟାଣାର ଦିଲ୍ଲୀ-ଜୟପୁର ୪୮ ନମ୍ବର ଜାତୀୟ ରାଜପଥର ଖେଡା ବର୍ଡରରେ ଜାନୁୟାରୀ ୧୬ରୁ କୃଷି ଆଇନ ବିରୋଧରେ ଧାରଣା ଦେଇଥିବା ଜଣେ ମହିଳା ଚାଷୀ ନେତ୍ରୀଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି…
Read More...

ଆଖି ବୁଜିଲେ ଆଉ ୨ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଟିକରି ଏବଂ କୁଣ୍ଡଳୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡାରେ ଚାଷୀମାନେ ଧାରଣା ଦେଇଛନ୍ତି। ତେବେ ଥଣ୍ଡା ସାଙ୍ଗକୁ ବର୍ଷା ହେବା ଯୋଗୁ ଆନ୍ଦୋଳନରତ ୨ ଚାଷୀଙ୍କ…
Read More...

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କଳକାରଖାନା ଓ ରାଜରାସ୍ତାରେ ଧର୍ମଘଟ

ଗୁରୁଡିଝାଟିଆ: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନକୁ ପାଶ କରାଇବା ସହିତ ଟିକସ ଦେଉନଥିବା ପରିବାରବର୍ଗଙ୍କୁ ମାସକୁ ୭୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା, ଗ୍ରାମାଞ୍ଚଳରେ ୨ଶହ ଦିନ…
Read More...

ଗୋଳାବାରୁଦ କାରଖାନା ସମ୍ମୁଖରେ ଭିଆଇପିର ଧାରଣା

ସଇନ୍ତଲା : ସଇନ୍ତଲା ବ୍ଲକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାର ଫପସି ଛକ ସ୍ଥିତ  ମୁଖ୍ୟ ଫାଟକ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ସମସ୍ୟା ନେଇ ଧାରଣା ଦିଆଯାଇଛି। କାରଖାନାରେ…
Read More...

୧୦୧ ଦିନର ଆନ୍ଦୋଳନ ଆସନ୍ତା ୯ ଯାଏଁ ସ୍ଥଗିତ

ରେଙ୍ଗାଲି : ଏନ୍ଏଲସି କମ୍ପାନୀର ତଲାବିରା କୋଇଲା ଖଣିରେ ଅଗଷ୍ଟ ୧୦ ତାରିଖରୁ ସ୍ଥାୟୀ ନିଯୁକ୍ତି ଦାବିରେ ଚାଲୁ ଥିବା ଅନଶନ ରେ ବିରାମ ଲାଗିଛି । ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ ଉପସ୍ଥିତିରେ ତ୍ରି-ପାକ୍ଷୀକ…
Read More...

ଏନ୍ଏସି ସମ୍ମୁଖରେ ଜନମଞ୍ଚ ପକ୍ଷରୁ ୩ ଦିନିଆ ଅନଶନ

ପାଟଣାଗଡ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ସାଢେ ଛଅ ବର୍ଷ ଧରି ବହୁ ଅନିୟମିତତା ହୋଇଥିବା ଦର୍ଶାଇବା ସହ ବହୁ ଜନହିତକର ଯୋଜନାର ରୂପାୟନ, ଚାଷୀ ଓ ସାଧାରଣ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବା…
Read More...

ଓଡିଶା ଆଦିବାସୀ ଅଧିକାର ମଞ୍ଚର ୩ ଜଣଙ୍କୁ ଥାନାରେ ଅଟକ: ଦୁଇଶହରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କ ଥାନା ଘେରାଉ, ଜାତୀୟ…

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାମୁଣୀ ଗ୍ରାମରରେ ପ୍ରସ୍ତାବତି ମକା କାରଖାନାକୁ ବିରୋଧ କରି ଗ୍ରାମବାସୀମାନେ ଓଡିଶା ଆଦିବାସୀ ଅଧିକାର ମଞ୍ଚ, କୋଷାଗୁମୁଡା ବ୍ଲକ କମିଟି ଆନୁକୂଲ୍ୟରେ ରାଜ୍ୟପାଳଙ୍କ…
Read More...