Browsing Tag

sports news

ଏକମାତ୍ର ଟେଷ୍ଟ : ଇଂଲଣ୍ଡ ୮୫ ରନ୍‌ରେ ଅଲ୍ଆଉଟ

ଲର୍ଡସ : ମାତ୍ର ୧୦ ଦିନ ତଳେ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ଇଂଲଣ୍ଡ ଦଳ ତା’ର କ୍ରିକେଟ ଇତିହାସରେ ଅନ୍ୟତମ ଲଜ୍ଜାକର ବ୍ୟାଟିଂ ପ୍ରଦର୍ଶନ କରିଛି। ପଡ଼ୋଶୀ ଆୟରଲାଣ୍ଡ ବିପକ୍ଷରେ ବୁଧବାର ଆରମ୍ଭ ହୋଇଥିବା ଏକମାତ୍ର…
Read More...

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ କୁଳଶେଖରଙ୍କ ସନ୍ନ୍ୟାସ

କଲମ୍ବୋ : ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ନୁଆନ୍ କୁଳଶେଖର। ଶ୍ରୀଲଙ୍କା ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟହାସଲକାରୀ ତାଲିକାରେ ୩ନଂରେ ଅଛନ୍ତି କୁଳଶେଖର। ଏହି…
Read More...

ଭାରତୀୟ ଡ୍ରେସିଂରୁମ୍‌ ପରିବେଶ ବେଶ୍‌ ବନ୍ଧୁତ୍ବପୂର୍ଣ୍ଣ : କୋହଲି

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ୍ ଦଳର ଡ୍ରେସିଂରୁମ୍‌ ପରିବେଶ ବେଶ୍‌ ବନ୍ଧୁତ୍ବପୂର୍ଣ୍ଣ ଏବଂ ସେଠାରେ ସିନିୟର-ଜୁନିୟର ଭେଦଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ଏକ ଖବରକାଗଜକୁ ସାକ୍ଷାତକାର…
Read More...

ବିଶ୍ବକପ କ୍ରିକେଟର ଫାଇନାଲ ମୋ କ୍ୟାରିୟରର ସବୁଠାରୁ ଖରାପ ଦିନ ଥିଲା : ମାର୍ଟିନ ଗପଟିଲ

ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ବକପ-୨୦୧୯ ଫାଇନାଲ୍ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଲଢ଼ି ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ ହେବାକୁ ପଡ଼ିଛି। ବିଶ୍ୱକପ ୨୦୧୯ ଫାଇନାଲ ମ୍ୟାଚ ଏକ ସପ୍ତାହ ଅତିକ୍ରମ କରିଥିଲେ ବି ନ୍ୟୁଜିଲାଣ୍ଡର…
Read More...

ଚହଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଯୁବ ଲେଗ୍ ସ୍ପିନର୍ ୟୁଜୁବେନ୍ଦ୍ର ଚହଲ୍ ମଙ୍ଗଳବାର ୨୯ ବର୍ଷ ବୟସରେ ପାଦ ଦେଇଛନ୍ତି। ଚହଲଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…
Read More...

ବିବାହ କଲେ ଭାରତୀୟ ଟେନିସ୍ ତାରକା ଦିଭିଜ ସରନ୍

ନୂଆଦିଲ୍ଲୀ : ଟେନିସ୍ ତାରକା ଦିଭିଜ ସରନ୍ ବ୍ରିଟିସ୍ ଟେନିସ୍ ଖେଳାଳି ସାମନ୍ଥା ମରେଙ୍କୁ ବିବାହ କରିଛନ୍ତି। ଏନେଇ ଦିଭିଜ ସରନ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ୩୩ ବର୍ଷୀୟ ସରନ୍ ନିଜ ଟ୍ବିଟର ଆକାଉଣ୍ଟରେ ନିଜ ବିବାହର…
Read More...

ଜିମ୍ବାୱେ କ୍ରିକେଟକୁ ନିଲମ୍ବିତ କଲା ଆଇସିସି

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଗୁରୁବାର ଜିମ୍ବାୱେ କ୍ରିକେଟ୍ ବୋର୍ଡକୁ ଜରୁରୀକାଳୀନ ଭିତ୍ତିରେ ନିଲମ୍ବିତ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ନିୟମ ପାଳନ କରିନଥିବାରୁ ଆଇସିସି…
Read More...

ଚର୍ମ କର୍କଟ ସହିତ ସଂଘର୍ଷ କରୁଛନ୍ତି ଇଆନ୍ ଚାପେଲ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଇଆନ୍ ଚାପେଲ ଏବେ ଚର୍ମ କର୍କଟ ରୋଗ ସହିତ ସଂଘର୍ଷ କରୁଛନ୍ତି। ଏନେଇ ୭୫ ବର୍ଷୀୟ ଚାପେଲ ନିଜେ ଗୁରୁବାର ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ପାଇଁ ଚାପେଲ୍…
Read More...

ଧୋନୀ ଆଉଟ ହେବା ପରେ କାନ୍ଦି ପକାଇଥିଲେ କ୍ୟାମେରା ମ୍ୟାନ

ନୂଆଦିଲ୍ଲୀ : ଇଂଲଣ୍ଡର ମଞ୍ଚେଷ୍ଟରରେ ମଙ୍ଗଳବାର ହୋଇଥିବା ବିଶ୍ବକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ପରାଜିତ…
Read More...

ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ଇଂଲଣ୍ଡ

ବର୍ମିଂହାମ : କ୍ରିକେଟ ବିଶ୍ବକପ ୨୦୧୯ର ଦ୍ବିତୀୟ ସେମିଫାଇନାଲ ଗୁରୁବାର ବର୍ମିଂହାମରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଫାଇନାଲରେ ରବିବାର…
Read More...