Browsing Tag

sports news

ଅଶ୍ବିନ୍‌ଙ୍କ ସହ ସମ୍ପର୍କ ଛିନ୍ନ କଲା କିଙ୍ଗସ୍ ଏକାଦଶ ପଞ୍ଜାବ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଫସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କ ସହ ଆଇପିଏଲ ଦଳ କିଙ୍ଗସ୍ ଏକାଦଶ ପଞ୍ଜାବ ସମ୍ପର୍କ ଛିନ୍ନ କରିଛି। ଏହାପରେ ଅଶ୍ବିନ୍ ଆଇପିଏଲ୍ ନିମନ୍ତେ ଆୟୋଜିତ ହେବାକୁ ଥିବା ଆଗାମୀ ଖେଳାଳି…
Read More...

ମିସ୍‌ବା ହେଲେ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ

ଲାହୋର : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିସ୍‌ବା-ଉଲ୍-ହକ୍ ବୁଧବାର ପାକିସ୍ତାନ କ୍ରିକେଟ ଦଳର ମଖ୍ୟ ପ୍ରଶିକ୍ଷକଭାବେ ନିଯୁକ୍ତ ହୋଇଛନ୍ତି। ମିସ୍‌ବାଙ୍କୁ ଆଗାମୀ ତିନି ବର୍ଷ ପାଇଁ ଏକଦିବସୀୟ, ଟେଷ୍ଟ,…
Read More...

ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟରୁ ଅବସର ନେଲେ ମିତାଲି ରାଜ୍

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ୍ ମଙ୍ଗଳବାର ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୧ରେ ନିଉଜିଲାଣ୍ଡରେ ହେବାକୁ ଥିବା ଓଡିଆଇ ବିଶ୍ୱକପ ପାଇଁ…
Read More...

ସାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ସୋମବାର ଗିରଫ ୱାରେଣ୍ଟ ଜାରି କରାଯାଇଛି। ପଶ୍ଚିମବଙ୍ଗର ଆଲିପୁର ଅଦାଲତ ପକ୍ଷରୁ ପତ୍ନୀ ହସିନ୍ ଜହାନଙ୍କ ଦ୍ଵାରା ଦାୟର ହୋଇଥିବା ଘରୋଇ…
Read More...

ଈଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୋମବାର ୩୧ବର୍ଷ ବୟସରେ ପାଦ ଦେଇଛନ୍ତି। ଈଶାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ…
Read More...

ପୂଜାରାଙ୍କୁ ଆଉଟ୍‌ କରିବା ସୁଖଦ ଅନୁଭୂତି: କର୍ନୱାଲ୍‌

କିଙ୍ଗ୍‌ଷ୍ଟନ(ଜାମାଇକା) : ଏଠା​ରେ‌ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ତରଫରୁ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି ଅଲରାଉଣ୍ଡର ରାହ୍‌କିମ୍‌ କର୍ନୱାଲ୍‌। କ୍ରିକେଟ୍‌ ଇତିହାସରେ ସବୁଠାରୁ…
Read More...

ରାୟୁଡୁଙ୍କ ପ୍ରତ୍ୟାବର୍ତ୍ତନ, ପୁଣି ଖେଳିବେ କ୍ରିକେଟ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ମଧ୍ୟକ୍ରମ ବ୍ୟାଟ୍ସମାନ ଅମ୍ବାତି ରାୟୁଡୁ ଶୁକ୍ରବାର ତାଙ୍କ ନିଷ୍ପତ୍ତିରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ପୁଣି କ୍ରିକେଟ୍ ଖେଳିବାପାଇଁ କହିଛନ୍ତି। ରାୟୁଡୁ କିଛିଦିନ ପୂର୍ବେ…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷିତ; ଫେରିଲେ ହାର୍ଦିକ

ନୂଆଦିଲ୍ଲୀ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ଗୁରୁବାର ହୋଇଛି। ଘୋଷିତ ଦଳକୁ…
Read More...

ଫିଟ୍‌ ଇଣ୍ଡିଆ ଅଭିଯାନକୁ ତେନ୍ଦୁଲକରଙ୍କ ପ୍ରଶଂସା

ନୂଆଦିଲ୍ଲୀ  : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ଅଭିଯାନ ପ୍ରତି ସମର୍ଥନବ୍ୟକ୍ତ…
Read More...

ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟମ୍ୟାଚ୍ ଆଜିଠାରୁ

କିଙ୍ଗ୍‌ଷ୍ଟନ୍ : ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଆଶା ଅନୁସାରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଭାରତୀୟ ଦଳ। ମ୍ୟାଚ୍‌ର ପ୍ରଥମ ୨ ଦିନ ଉଭୟ ଦଳଙ୍କ ମଧ୍ୟରେ କିଛିଟା ମୁକାବିଲା ହୋଇଥିଲେ ହେଁ…
Read More...