Home Tags Snake

Tag: snake

ଖୁଣ୍ଟା : ଖୁଣ୍ଟା ବ୍ଲକ ବଡପଥରା ଗ୍ରାମ ପଞ୍ଚାୟତର ବାଲିପାଳ ଗ୍ରାମରୁ ଗୁରୁବାର ଦିନ ଏକ ୧୮ ଫୁଟ ଲମ୍ବର ଅହିରାଜ ଉଦ୍ଧାର କରାଯାଇଛି। ମଧ୍ୟାହ୍ନରେ ବାଲିପାଳ ଗ୍ରାମର ପାଣ୍ଡୁ ସିଂଙ୍କ ଘର ଭିତରକୁ ଏକ ଅହିରାଜ ପଶିଯାଇଥିବା ଘରର ସଦସ୍ୟମାନେ ଦେଖିଥିଲେ। ସୂଚନା ପାଇ ଡୁକୁରା ବନ କର୍ମଚାରୀ ପହଞ୍ଚିଥିବା ବେଳେ ବନ କର୍ମଚାରୀ ଅହିରାଜକୁ ଧରିବାକୁ ସକ୍ଷମ ହୋଇନଥିଲେ। ପରବର୍ତ୍ତି ସମୟରେ ସ୍ଥାନୀୟ ସରପଞ୍ଚ ସୁନିଆ...
କଳାପଥର: ବାଙ୍କୀ ନିକଟସ୍ଥ ଧଳାପଥର ଗ୍ରାମ ମିଛାପଣ୍ଡା ସାହିରେ ଯୋଗୀନାଥ ଦାସ ସପରିବାର ସହିତ ବାସ କରନ୍ତି। ସେ ହସ୍ତ ତନ୍ତ୍ରରେ ବୁଣାକାର କାମ କରି ଜୀବନ ନିର୍ବାହ କରନ୍ତି। ଏତଦ୍ ବ୍ୟତିତ ସାପ ଧରିବା କାମ ମଧ୍ୟ କରିଥାନ୍ତି। କୈାଣସି ବ୍ୟକ୍ତିଙ୍କ ଘରେ ସାପ ପ୍ରବେଶ କଲେ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଯାଆନ୍ତି। ସାପକୁ ଧରି ବସ୍ତାରେ ବାନ୍ଧି ବନ ବିଭାଗର କର୍ମ୍ମଚାରୀଙ୍କୁ ହସ୍ତାନ୍ତର...
ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅଧୀନ ପରଜାପଡା ପଞ୍ଚାୟତ ଅନ୍ତର୍ଗତ କଳାପାହାଡ ଗ୍ରାମରେ ସାପ କାମୁଡାରେ ରମେଶ ବେହେରା (୧୪)ଙ୍କର ମତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ରମେଶ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ପ୍ରବଳ ବର୍ଷା ଯୋଗୁ ମୋବାଇଲ ନେଟୱାର୍କ ନଥିଲା । ବହୁ ବିଳମ୍ବରେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ରାତି ୨.୪୫ମିନିଟରେ...
ଅନଗୁଳ: ଅନୁଗୁଳ ଜିଲା ଛେଣ୍ତିପଦା ସାନ କୁସକିଳାରେ ସାପ କାମୁଡାରେ ବାଳକର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସିପୁନ ପଲେଇ (୧୫)। ସିପୁନ ନିଜ ମାମୁଁ ଦିଗାମ୍ବର ପ୍ରଧାନଙ୍କ ଘରେ ରହି ପାଠ ପଢୁଥିଲେ। ସିପୁନ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତିସାପ କାମୁଡି ଦେଇଥିଲା। ତାଙ୍କୁ ଘରେ ରଖି ପୂଜା କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇ ନଥିଲା।  ତାଙ୍କୁ ସକାଳେ ୧୦୮...
କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଶନିବାର ରାତ୍ରିରେ ସାପ କାମୁଡାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତ ଛାତ୍ରୀ ଜଣଙ୍କ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା। ପ୍ରକାଶ ଯେ ବ୍ରହ୍ମପୁରା ଗ୍ରାମର ପ୍ରକାଶ ବେହେରାଙ୍କ ଝିଅ ଶୋନି ବେହେରା (ବୟସ ୯) ଶନିବାର ରାତ୍ରିରେ ଘରେ ଶୋଇଥିବା ବେଳେ ତାକୁ ଏକ ବିଷଧର ରଣା ସାପ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी