Home Tags Skin care

Tag: skin care

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିଥାଏ। ନିଜର କର୍ମବହୁଳ ଜୀବନର ବ୍ୟସ୍ତତାରେ ମଧ୍ୟ ଆମକୁ ନିଜ ମୁହଁ ପାଇଁ କିଛି ଉପାୟ ଦ୍ୱାରା ଏହାର ଯତ୍ନ ନେବାକୁ ପଡ଼ିବ। ଜାଣନ୍ତୁ , କିଛି ସହଜ ଉପାୟ ବିଷୟରେ କିପରି ଖରାଦିନେ ମୁହଁର ଯତ୍ନ ନେବେ.... ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକ ଆଦି ଅଞ୍ଚଳରେ ସନକ୍ରିମ...
ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇ ଯାଇଛି । ଶୀତରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି କିନ୍ତୁ ତ୍ଵଚାର ଯତ୍ନ ନେବା ଭୁଲି ଯାଆନ୍ତି । ଫଳରେ ତ୍ଵଚା ରୁକ୍ଷ ହେବା ସହ କୋମଳତା ନଷ୍ଟ ହୋଇଥାଏ । ଆପଣ ନଡିଆ ତେଲ ବ୍ୟବହାର କରି ତ୍ଵଚାର ରୁକ୍ଷତା ଦୂର କରିବା ସହ ସୁନ୍ଦର ଓ କୋମଳ ତ୍ଵଚା ପାଇ ପାରିବେ । ୧. ରାତିରେ...
ମୁହଁକୁ ସୁନ୍ଦର କରିବା ପାଇଁ ଓ ମୁହଁର ଦାଗ ଲିଭାଇବା ପାଇଁ ଆମେ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ କ୍ରିମ ଏବଂ ଫେସ୍‍ ପ୍ୟାକ୍‍ ବ୍ୟବହାର କରିଥାଉ। ଯାହାର ଖରାପ ପ୍ରଭାବ ଆମ ତ୍ୱଚା ଉପରେ ପଡିଥାଏ। ମାତ୍ର କିଛି ଘରୋଇ ଉପାୟରେ ଫେସ୍‍ ପ୍ୟାକ୍‍ ପ୍ରସ୍ତୁତ କରି ଆମେ ତ୍ବଚାକୁ ସୁସ୍ଥ ଓ ଆକର୍ଷଣୀୟ କରି ପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ବ୍ୟବହାର...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी