Home Tags Senior-women-football

Tag: senior-women-football

କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟ୍‍ବଲ ଚମ୍ପିଆନ୍‍ସିପରେ  ଟାଇଟଲ ଅର୍ଜନ କରିଛି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସଫଳତମ ଦଳ ମଣିପୁର। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ଆୟୋଜକ ଓଡ଼ିଶାକୁ ନିରାଶକରି ମଣିପୁର ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ବାରବାଟୀ ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‍ରେ ମଣିପୁର ୨-୧ ଗୋଲ୍‍ରେ ଓଡ଼ିଶାକୁ ପରାସ୍ତ...
କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ର ଫାଇନାଲରେ ପ୍ରବେଶ କରିଛି ଆୟୋଜକ ଓଡ଼ିଶା। ଶନିବାର ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚ୍‍ରେ ଗତବର୍ଷର ଚମ୍ପିଆନ୍‍ ତାମିଲନାଡ଼ୁକୁ କଡ଼ା ମୁକାବିଲା ପରେ ଓଡ଼ିଶା ୪-୩ ଗୋଲ୍‍ରେ ପରାସ୍ତ କରିଛି। ସୋମବାର ବାରବାଟୀ ଷ୍ଟାଡିୟମ୍‍ରେ ପୂର୍ବ ଚମ୍ପିଆନ୍‍ ମଣିପୁର ବିପକ୍ଷରେ ଓଡ଼ିଶା ଫାଇନାଲ ମ୍ୟାଚ୍‍ ଖେଳିବ। ଅନ୍ୟ ଏକ ସେମିଫାଇନାଲ...
କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଓଡ଼ିଶା। ଗୁରୁବାର ଖେଳା ଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ପଶ୍ଚିମବଙ୍ଗକୁ ୧-୦ ଗୋଲ୍‍ରେ ପରାସ୍ତକରି ଓଡ଼ିଶା ଶେଷ ୪ଟି ଦଳଙ୍କ ମଧ୍ୟରେ ସ୍ଥାନପାଇଛି। ଶନିବାର ତାମିଲନାଡ଼ୁ ବିପକ୍ଷରେ ଭାରତ ସେମିଫାଇନାଲ ଖେଳିବ। ଶନିବାର ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ରେଳବାଇ ଓ ମଣିପୁର ମଧ୍ୟରେ ମୁକାବିଲା...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी