Home Tags Satyabadi

Tag: satyabadi

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ବୁଧବାର ଭତ୍ତା ବଣ୍ଟନ କରାଯାଇଛି । ବ୍ଲକର ଚବିଶଟି ପଞ୍ଚାୟତର ୧୨୬୩ ଜଣଙ୍କୁ ଏହା ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବିଧବା ଅବିବାହିତ କନ୍ୟା, ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ବିଡିଓ...
ସତ୍ୟବାଦୀ : ସମାଜର ଶତବାର୍ଷିକ ସମାରୋହ ପାଳନ ଅବସରରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବିଶେଷ କରି ପୁରୀ ଜିଲା ସ୍ଥିତ ଗୋପବନ୍ଧୁଙ୍କ ଜନ୍ମଭୂମି ଓ କର୍ମଭୂମି ସତ୍ୟବାଦୀରେ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଛି। ସର୍ବପ୍ରଥମେ ଗୋପବନ୍ଧୁଙ୍କ ସମାଧିପୀଠ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ସତ୍ୟବାଦୀ ବନବିଦ୍ୟାଳୟରେ ପହଞ୍ଚିଥିଲା। ତା’ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସ୍ଥାନ ଅଭିମୁଖେ ବାହାରିଥିଲା। ସେଠାରୁ ପୁନଃ...
ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଭାଗୃହରେ ଜିଲା ଶ୍ରମ ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ସଭାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଶୁକ୍ରବାର ଚେକ୍ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ୩୫୦ ଜଣଙ୍କୁ ପରିଚୟ ପତ୍ର ଦିଆଯାଇ ଥିବା...
ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁଙ୍କ କର୍ମଭୂମି ସତ୍ୟବାଦୀ ହାଇସ୍କୁଲରେ ‘ସମାଜ’ ପକ୍ଷରୁ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯ଟି ବିଦ୍ୟାଳୟର ୭୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୯ ଜଣ ବିଚାରପତି ପରୀକ୍ଷା ପରିଚାଳନା କରିଥିଲେ । ଚିତ୍ରାଙ୍କନରେ ସନ୍ତୋଷ କୁମାର ସାହୁ ଦେବୀପ୍ରସାଦ ଆଚାର୍ଯ୍ୟ ରିତିକୃଷ୍ଣ ଭୋଇ ସାଇ ସୋହମ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी