ଆତଙ୍କବାଦୀଙ୍କ ଗୁଳିରେ ଡିଏସ୍ପି ସହିଦ Samaja Digital Feb 24, 2019 0 ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍ପି ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ… Read More...
ନ୍ୟୁଜିଲାଣ୍ଡ ସଂସଦରେ ପୁଲଓ୍ୱାମା ଆକ୍ରମଣକୁ ନିନ୍ଦା Samaja Digital Feb 21, 2019 0 ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି । ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ… Read More...
ଭାରତପାଇଁ ନୂଆ ଯୁଦ୍ଧ ବିମାନ ଏଫ୍-୨୧ ତିଆରି କରିବାକୁ ପ୍ରସ୍ତାବ ଦେଲା ଆମେରିକାର ଲକ୍ହିଡ୍ Samaja Digital Feb 20, 2019 0 ନୂଆଦିଲ୍ଲୀ ..- ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍ହିଡ୍ ଭାରତ ପାଇଁ ନୂତନ ଧରଣର ଏଫ୍-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର… Read More...
ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି ଆମେ ଶେଷ କରିବୁ, ପୂର୍ବତନ ମେଜର ଜେନେରାଲ ଜିଡି ବକ୍ସି Samaja Digital Feb 20, 2019 0 ନୂଆଦିଲ୍ଲୀ …- ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି । ଆମେ ତାକୁ ଶେଷ କରିବୁ ବୋଲି ପୂର୍ବତନ ସେନା ମେଜର ଜେନେରାଲ୍ ଜିଡି ବକ୍ସି କହିଛନ୍ତି । ପୁଲୁଓ୍ୱାମା ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ସହିଦ ହେବାପରେ ଏହା… Read More...
ସିଦ୍ଧୁଙ୍କ ପାଇଁ ଇମରାନ୍ଙ୍କ ବନ୍ଧୁତା ପ୍ରଥମ: କେଜ୍ରିଓ୍ୱାଲ Samaja Digital Feb 20, 2019 0 ନୂଆଦିଲ୍ଲୀ ..- ସିଦ୍ଧୁଙ୍କ ପାଇଁ ଇମରାନ୍ଙ୍କ ବନ୍ଧୁତା ପ୍ରଥମେ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି । ସିଦ୍ଧୁ ପାକିସ୍ତାନ ଓ ଇମରାନ୍ଙ୍କ ସହ ବନ୍ଧୁତା ପ୍ରଥମେ କହୁଥିବା ବେଳେ ଦେଶ ତା’ ପରେ… Read More...
ମହିଳା ନୁହନ୍ତି ହେଲେ ଉପସ୍ଥାପନା ମହିଳା ଭଳି: ପ୍ରଥମ ଏଆଇ ଉପସ୍ଥାପିକା ତିଆରି କଲା ଚୀନ୍ Samaja Digital Feb 20, 2019 0 ବେଜିଂ ..- ଚୀନ ପୂର୍ବରୁ ଟିଭିରେ ଖବର ଉପସ୍ଥାପନା ପାଇଁ ପ୍ରଥମ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ବା ଏଆଇ ଉପସ୍ଥାପକ ତିଆରି କରିଥିଲା । ଏବେ ଚୀନ୍ ଏଆଇ ମହିଳା ଟିଭି ଉପସ୍ଥାପିକା ତିଆରି କରିଛି। ଏହି ଆର୍ଟିଫିସିଆଲ… Read More...
ପୁଲଓ୍ୱାମା ଆକ୍ରମଣ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଜୈଶ୍-ଏ-ମହମ୍ମଦ Samaja Digital Feb 19, 2019 0 ନୂଆଦିଲ୍ଲୀ ..- ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜୈଶ –ଏ- ମହମ୍ମଦ ଦିଲ୍ଲୀରେ ଏକ ବଡ ଧରଣର ଆକ୍ରମଣ କରିବାପାଇଁ ଯୋଜନା କରିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ଏକାଠି ହୋଇ ଜୈଶ –ଏ- ମହମ୍ମଦର… Read More...
ସିଦ୍ଧୁଙ୍କୁ ଦିଗ୍ବିଜୟଙ୍କ ପରାମର୍ଶ , ‘ତମ ସାଥୀ ଇମରାନ୍ ଭାଇଙ୍କୁ ବୁଝାଇଦିଅ’! Samaja Digital Feb 19, 2019 0 ନୂଆଦିଲ୍ଲୀ ..- ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବତନ କ୍ରିକେଟିୟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବିବାଦରେ ଫସିଛନ୍ତି । ଏହାପରେ କଂଗ୍ରେସରୁ ତାଙ୍କୁ ବିରୋଧ କରାଯିବା… Read More...
ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ ଓ ସଙ୍ଗୀତ ପରିବେଷଣ ନିଷେଧ! Samaja Digital Feb 17, 2019 0 ମୁମ୍ବାଇ ..- ପାକିସ୍ତାନରୁ ଭାରତ ଆସି ବିଭିନ୍ନ କଳାକାର ଚଳଚ୍ଚିତ୍ରରେ ଅଭିନୟ କରି ଓ ଗୀତ ଗାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣପରେ ପାକିସ୍ତାନର ସମସ୍ତ କଳାକାରଙ୍କୁ… Read More...
ସୁରବାବାଙ୍କ ଆଶ୍ରମରେ ଚଢଉ କଲା ପୁଲିସ Samaja Digital Feb 17, 2019 0 ଭୁବନେଶ୍ୱର ..- ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଝିଣ୍ଟି ଶାସନରେ ଥିବା ସୁରବାବାଙ୍କ ଆଶ୍ରମ ଉପରେ ପୁଣି ପୁଲିସ ଚଢଉ କରିଛି । ଜଣେ ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ପୁଲିସ ପକ୍ଷରୁ ଏହି ଚଢଉ କରାଯାଇଛି… Read More...