Home Tags Salman khan

Tag: salman khan

ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଦୁଃସାହସିକ ପର୍ଯ୍ୟଟନର ପ୍ରଚାର ପାଇଁ ବଲିଉଡ ଅଭିନେତା ସଲମାନ ଖାଁ, କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସାଇକଲ ଯାତ୍ରା କରିଛନ୍ତି। ପାହାଡ଼ିଆ ରାସ୍ତାରେ ସେମାନେ ୧୦କିମି ସାଇକଲ ଚଲାଇଥିବା ଜଣାପଡ଼ିଛି। ରାଜ୍ୟରେ ଆୟୋଜିତ ଷଷ୍ଠ ମେଞ୍ଛୁକା ଉତ୍ସବ ଅବସରରେ ଗୁରୁବାର ଆୟୋଜିତ ସାଇକଲ ଚାଳନା ପ୍ରତିଯୋଗିତାକୁ ଉଦ୍‍ଘାଟନ କରିବା ପୂର୍ବକ...
ମୁମ୍ବଇ : ଡିସେମ୍ବର ୨୭ରେ ଦବଙ୍ଗ ଖାନ୍ ସଲମାନ୍ ୫୩ ବର୍ଷରେ ପଦାର୍ପଣ କରିବେ। ଏଥିପାଇଁ ଯଥେଷ୍ଟ ସମୟ ଥିଲେ ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ପ୍ରତି ବର୍ଷ ସଲମାନ୍ ନିଜ ଜନ୍ମଦିନରେ ତାଙ୍କ ଅଭିନୀତ ଆଗାମୀ ଯେ କୌଣସି ପ୍ରୋଜେକ୍ଟର ଶୁଭାରମ୍ଭ କରନ୍ତି। ଏଥରକ ସେ ସାନ ଭାଇ ଅରବାଜ୍‌‌ ଖାନ୍‌ଙ୍କ ପ୍ରଯୋଜିତ ‘ଦବଙ୍ଗ-୩’ରେ କାମ ଆରମ୍ଭ କରିବେ ବୋଲି ଶୁଣାଯାଉଥିଲା।...
ବଲିଉଡର ସୁଲତାନ୍ ଭାବେ ଜଣାଯାଉଥିବା ସଲମାନ୍‌ଙ୍କ ଉଦାରତା ସମସ୍ତଙ୍କୁ ଜଣା। ଗତ କିଛି ମାସ ହେଲା ସେ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ସୁଟିଂରେ ଖୁବ୍ ବ୍ୟସ୍ତ ରହୁଛନ୍ତି। ପ୍ରଥମେ ଏହାର ଇଉରୋପ ସୁଟିଂ, ପରେ ମୁମ୍ବଇ ଓ ଏବେ ଆବୁଧାବିରେ ଶେଷ ପର୍ଯ୍ୟାୟ ସୁଟିଂ ଚାଲିଥିବାର ପ୍ରକାଶ। ଏକ କୋରିଆ ଚଳଚ୍ଚିତ୍ରର ରିମେକ୍ ଭାରତର ନିର୍ଦେଶନା ଦାୟିତ୍ବରେ ଅଲ୍ଲୀ ଅବବାସ୍ ଜାଫର୍ ଅଛନ୍ତି। ଆବୁଧାବିର ସୀମାରେ ଏହି ଚଳଚ୍ଚିତ୍ରର...
ନିଜ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ଶେଷ ପର୍ଯ୍ୟାୟ ସୁଟିଂରେ ବଲିଉଡର ସୁଲତାନ୍ ସଲମାନ୍ ଖୁବ୍ ବ୍ୟସ୍ତ ଅଛନ୍ତି। ଇଉରୋପର ବିଭିନ୍ନ ପ୍ରାନ୍ତ ପରେ ମୁମ୍ବଇରେ ସୁଟିଂ ଶେଷ କରି ଏବେ ପୂରା ଟିମ୍ ଆବୁଧାବିରେ ୯ଦିନିଆର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଠାରେ କେତେକ ଆକ୍ସନ୍ ଦୃଶ୍ୟ ସୁଟିଂ ହେବ ବୋଲି ଜଣାପଡ଼ିଛି। ଅଭିନେତ୍ରୀ କ୍ୟାଟ୍ରିନା କେଫ୍ ମଧ୍ୟ ସଲମାନ୍‌ଙ୍କ ସହ ଯୋଗ ଦେଇଥିବାର ପ୍ରକାଶ। ଏହି ଚଳଚ୍ଚିତ୍ରର ସୁଟିଂ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी