Browsing Tag

road accident news

ବାଇକ୍ ଧକ୍କାରେ କନିଷ୍ଠ ଯନ୍ତ୍ରୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ପ୍ରତାପ ବେହାରୀ ଆଜି ବିଳମ୍ବିତ ସଂନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି…
Read More...

ମୁମ୍ବଇ-ହାଇଦରାବାଦ ଜାତୀୟ ରାଜପଥରେ ବସ୍-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ ଆହତ

ମୁମ୍ବଇ : ମୁମ୍ବଇ ଓ ହାଇଦରାବାଦ ଜାତୀୟ ରାଜପଥ ନିକଟ ମନୋର ପାଖରେ ମଙ୍ଗଳବାର ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଲୋକ ଆହତ ହୋଇଥିବା…
Read More...

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଦୁଇ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟୁଜୁଙ୍ଗ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ‌ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବଲାଙ୍ଗୀର…
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ୨ ମୃତ

ଦେବଗଡ଼ : କନ୍ଧଳ ଗ୍ରାମ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକ ଟ୍ରକ୍ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ମୃତ ଦ୍ବୟ ହେଲେ କଣ୍ଢଳ…
Read More...

ଏମିତି ବି ଆସେ ମୃତ୍ୟୁ : ଦୁର୍ଘଟଣାରେ ପ୍ରାଣ ହରାଇଲେ ସାହାଯ୍ୟକାରୀ

ଯାଜପୁର : ପୁଣି ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ରାଜପଥର ବାଘୁଆ ଛକ ନିକଟରେ ବାଇକ ଆରୋହୀଙ୍କୁ ପ୍ରଥମେ ଏକ ଟ୍ରକ ଧକା ଦେଇଥିଲା। ଫଳରେ ସେ ଗୁରୁତର ଭାବେ ଜାତୀୟ ରାଜପଥ ଉପରେ ପଡି…
Read More...

ସନ୍ଦେହ ଜନକ ମୃତଦେହ ଉଦ୍ଧାର

ପୁରୀ : ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳର ଜଣେ ଉବେର ଡ୍ରାଇଭରର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ସୋମବାର ଭୁବନେଶ୍ବରରୁ ଉଦ୍ଧାର କରାଯାଇଛି। ମୃତ ଉବେର ଡ୍ରାଇଭରଙ୍କ ନାମ ସୁନୀଲ ସେଠି। ସୋମବାର ସୁନୀଲଙ୍କ ମୃତଦେହ…
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ, ୨ଗୁରୁତର

ଟିଟିଲାଗଡ : ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା କୁମଡିପଦର ଗ୍ରାମ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା…
Read More...

ବସ୍ ଧକ୍କାରେ ୩ ମୃତ, ଜଣେ ଗୁରୁତର

ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲା ରାଜଗାଙ୍ଗପୁରର ଲକ୍ଷ୍ମୀପୋଷ ନିକଟରେ ରବିବାର ୪ ଜଣ ସ୍କୁଟି ଆରୋହୀଙ୍କୁ ଏକ ବସ୍ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି।…
Read More...

ଗାଡି ଚେକିଂ ବେଳେ ବାଇକ୍ ଧକ୍କାରେ ପୁଲିସ୍ ଏସଆଇଙ୍କ ମୃତ୍ୟୁ

ବାରିପଦା : ବିଶ୍ବବିଦ୍ୟାଳୟ ରାସ୍ତାରେ ସୋମବାର ସନ୍ଧ୍ୟାରେ ଗାଡିଂ ଯାଞ୍ଚ ବେଳେ ବାଇକ୍ ଧକ୍କାରେ ଜଣେ ପୁଲିସ୍ ଏସଆଇଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ପୁଲିସ ଜଣଙ୍କ ଟାଉନ ଥାନାର ଏସଆଇ ଦୟାନିଧି ଦାସ। ସୂଚନା…
Read More...

ଗଛରେ ପିଟିହୋଇ ବାଇକ ଚାଳକ ମୃତ

ମ.ରାମପୁର : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ନିକଟସ୍ଥ ଡଙ୍ଗାବାହାଲ ଛକଠାରେ ରବିବାର ଏକ ଗଛରେ ପିଟିହୋଇ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଢୀଖମନ ଗାଁର ମିନକେତନ ଭୋଇ। ସେ ତାର ଭଉଣୀ ଘର…
Read More...