Browsing Tag

road accident

ସିରିଜ୍ ଦୁର୍ଘଟଣା: ଯୁବକଙ୍କୁ ଧକ୍କା ଦେଇ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ଦୁରପଦା ଛକ ନିକଟରେ ସିରିଜ୍ ଦୁର୍ଘଟଣା। ରାସ୍ତା ପାର୍ ହେଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇ ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍। ଦୁର୍ଘଟଣାରେ ଦୁଇ ଜଣଙ୍କର…
Read More...

ଟ୍ରକ୍ ସହ ଧକ୍କା ପରେ ଜଳିଗଲା କାର୍: ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ରାଜସ୍ଥାନ ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକ ସହ ଧକ୍କା ହେବା ପରେ କାରରେ ନିଆଁ ଲାଗିଯାଇଛି।…
Read More...

ଘାଟି ରାସ୍ତାରେ ଟ୍ରକ୍-ବସ୍ ଧକ୍କା, ୨୦ ଗୁରୁତର

ବୌଦ୍ଧ: ଘାଟି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବସ୍, ୨୦ ଗୁରତର। ଫୁଲବାଣୀ ଯାଉଥିବାବେଳେ ରାଣୀପଦର ଘାଟି ଉପରେ ଏହି ଦୁର୍ଘଟଣା ଘଟିଛି।  ଆହୁରି ଦୁଇରୁ ତିନି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେବି…
Read More...

ଗୋରୁ ପଲଙ୍କ ଉପରେ ମାଡିଗଲା ଟ୍ରକ୍

ସୁନ୍ଦରଗଡ :ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ୧୪୩ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଛି। ଆଜି ଭୋର୍ ସମୟରେ ଗାଈମାନେ ରାସ୍ତାକଡରେ ଶୋଇଥିବାବେଳେ ଦ୍ରୁତ୍ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ…
Read More...

ଦୁର୍ଘଟଣା ନେଲା ବାପାପୁଅଙ୍କ ଜୀବନ

ଯାଜପୁର: ଦୁର୍ଘଟଣାରେ ବାପା ପୁଅ ମୃତ । ଯାଜପୁର ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସିମିଳିଆ ପଞ୍ଚାୟତର ସଇଁନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା ସମ୍ପର୍କୀୟଙ୍କ ଘରକୁ ବାଇକ୍ ଯୋଗେ…
Read More...

ଓଲଟିଲା ଭ୍ୟାନ୍: ୨ ମୃତ, ୧୫ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଏଥିରେ ଦୁଇ ଜଣ ଦଣ୍ଡୁଆଙ୍କର ମୃତ୍ୟୁ…
Read More...

ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍

କେନ୍ଦୁଝର: କେନ୍ଦୁଝର ସଦର ଥାନା ରାୟଗୋଡା ଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗାଁ ରାସ୍ତାରେ ଜଣେ ଯୁବକଙ୍କ ଉପରେ ଟ୍ରକ୍ ମାଡିଯାଇଛି। ମୃତ ଯୁବକ ଜଣକ ବିନିନ୍ଦା ଗାଁର ହୋଇଥିବା ସୂଚନା ମିଳିଛି।  ଦୁର୍ଘଟଣାରେ…
Read More...

ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ

ଆଠଗଡ଼: ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ। ଆଠଗଡ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଙ୍କୁଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତ ଦମ୍ପତ୍ତି ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବୋଲି ଜଣାପଡିଛି। …
Read More...

ଟ୍ରକକୁ ପିଟିଲା ସ୍କର୍ପିଓ: ଦୁଇ ମୃତ

ଭଦ୍ରକ: ଭଦ୍ରକ ଏନଏଚ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ, ଦୁଇ ମୃତ। ସ୍କର୍ପିଓ ଡ୍ରାଇଭରଙ୍କ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।…
Read More...

ବାଇକ୍ ଧକ୍କାରେ ଯୁବକ ମୃତ, ଡ୍ରାଇଭର ଫେରାର୍

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗୀଯୋଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ବାଇକ୍ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଭୃଙ୍ଗିଯୋଡି ଗାଁର…
Read More...