Browsing Tag

rasi phala

ରବିବାର ରାଶିଫଳ

ମେଷ: କାର୍ଯ୍ୟରେ ସଫଳତା ମିଳିବା ପ୍ରାୟ ନିଶ୍ଚିତ। ସମଭାବାପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଧର୍ମ କାର୍ଯ୍ୟରେ ନି​‌େ​‌ୟାଜିତ ହେବେ। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀଣ ଉନ୍ନତି…
Read More...

ଶନିବାର ରାଶିଫଳ

ମେଷ: ଉପୁଜି ଥିବା ସମସ୍ୟାର ସମାଧାନ କରି କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମଧୁରଭାଷୀ ହେବେ। ପ୍ରେମୀ ଓ…
Read More...

ଶୁକ୍ରବାର ରାଶିଫଳ

ମେଷ: କର୍ତ୍ତୃପକ୍ଷଙ୍କ ସହ ମତଭେଦ ଘଟି ପାରେ। ମନ ଆକୁଳିତ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍‌ ହେବେ। ବୃଷ:…
Read More...

ଗୁରୁବାର ରାଶିଫଳ

ମେଷ: ପ୍ରଭାବଶାଳୀ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଅଗ୍ରାଧିକାର ଦେବେ। ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟ ପ୍ରତି ଦୃଷ୍ଟି ଦେବେ। ବୃଷ: ଉଚ୍ଚ…
Read More...

ବୁଧବାର ରାଶିଫଳ

ମେଷ: ବନ୍ଧୁ ମେଳରେ ଅପଦସ୍ତ ହୋଇପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଦଳରେ ବରିଷ୍ଠତା ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବୃଷ:…
Read More...