Home Tags Rasi

Tag: Rasi

ଜ୍ୟୋତିଷଶାସ୍ତ୍ରରେ ଅଗ୍ନି ତତ୍ତ୍ୱ ସହ ୩ଟି ରାଶିର ସମ୍ବନ୍ଧ ଅଛି ବୋଲି କୁହାଯାଏ। ଅଗ୍ନି ତତ୍ତ୍ୱ ରାଶିମାନଙ୍କରେ ସୂର୍ଯ୍ୟ ଗ୍ରହ ଉଚ୍ଚ ସ୍ଥାନରେ ରହିଥାଆନ୍ତି। ଏହି କାରଣରୁ ସେହି ରାଶିର ବ୍ୟକ୍ତିମାନେ ଅଧିକ ସାହସୀ ହୋଇଥାଆନ୍ତି। ଏହା ସହ ସେହି ତିନୋଟି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ମଧ୍ୟ ରହିଥାଏ। ଯେଉଁ କାର୍ଯ୍ୟରେ ଏମାନେ ହାତ ଦିଅନ୍ତି, ତାହାକୁ ସଫଳତାର ସହ ସମ୍ପୂର୍ଣ୍ଣ କରିଥାଆନ୍ତି। ମେଷ ରାଶି...
ଚଳିତ ବର୍ଷରେ ଆପଣ ବହୁ ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଇଚ୍ଛୁକ ଥିବେ। ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ ସହଜରେ କାମ ହୋଇଯାଏ। ନୂଆ କାର୍ଯ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ...
ପ୍ରତ୍ୟେକ ଅବିବାହିତା କନ୍ୟାର ସ୍ୱପ୍ନ ଥାଏ ଯେ ତାକୁ ଉତ୍ତମ ଜୀବନସାଥୀ ମିଳୁ। ଯେ କି ତାକୁ ସମ୍ମାନ କରିବା ସହ ସୁଖ ଓ ଭଲ ପାଇବା ମଧ୍ୟ ଦେଉଥିବ। ସୁଖ ହେଉ ଅଥବା ଦୁଃଖ ସବୁ ସମୟରେ ସେ ତାକୁ ସହଯୋଗ କରୁଥିବ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ବରକନ୍ୟାଙ୍କ ପାଇଁ ବହୁ ତଥ୍ୟ ଉଲ୍ଲେଖ ରହିଛି। ରାଶି ଅନୁଯାୟୀ ଅବିବାହିତା କନ୍ୟାକୁ କେଉଁ ସ୍ୱଭାବର ଜୀବନ ସାଥୀ ମିଳିବ,...
ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିନଥାଏ। ପରିବାର ମଧ୍ୟରେ ସଂପର୍କରେ ମଧ୍ୟ ତିକ୍ତତା ଦେଖାଯାଇଥାଏ। ଏପରି ସମୟରେ ଲୋକେ ଏହାର ସମାଧାନ ପାଇଁ ବହୁ ଉପାୟ ମଧ୍ୟ କରିଥାଆନ୍ତି। ମାତ୍ର...
ଆମେ ସମସ୍ତେ ନିଜର ପସନ୍ଦ ଅନୁସାରେ ପୋଷାକ ପରିଧାନ କରିଥାଉ। ବେଳେବେଳେ ଆମକୁ ଅନ୍ୟ ମାନଙ୍କ ପସନ୍ଦ ହିସାବରେ ପୋଷାକ ପିନ୍ଧିବାକୁ ପଡିଥାଏ। କଥାରେ ଅଛି, ବ୍ୟକ୍ତି ପୋଷାକରୁ ତାଙ୍କର ବ୍ୟକ୍ତିତ୍ୱ ଜଣା ପଡିଥାଏ। ଅନ୍ୟ ଲୋକମାନେ ଆପଣଙ୍କ ପୋଷାକ ଦେଖି ଅନେକ କିଛି ଜାଣିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ରାଶି ଅନୁସାରେ କପଡା ପିନ୍ଧିବା ଦ୍ୱାରା ଅନେକ କିଛି ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ରାଶିର...

ବହୁ ଚର୍ଚ୍ଚିତ ଖବର

Tuesday, January 22, 2019
ଓଡ଼ିଆ | English | हिंदी