Home Tags Rape

Tag: rape

ବାଲିଗୁଡ଼ା : କନ୍ଧମାଳ ଜିଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବେଲଘର ଥାନାରେ ନାବାଳିକାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ନାବାଳିକା ସପ୍ତମ ଶ୍ରେଣୀରେ ପଢନ୍ତି। ବଳାତ୍କାର ଖବର ଜଣାପଡ଼ିବା ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ସଫଳ ହୋଇଛି । ନାବାଳିକାଙ୍କ ବାପା ମା ଦିନ ମଜୁରୀଆ ହୋଇଥିବାରୁ ଗତକାଲି ତାଙ୍କୁ ଘରେ ଏକୁଟିଆ ଛାଡି କାମକୁ ଯାଇଥିଲେ । ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରି...
ବଣାଇ: ସୁନ୍ଦରଗଡ ଜିଲା ବଣାଇରେ ଦୁଇ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଚାନ୍ଦିପୋଷ ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଯାତ୍ରା ଦେଖାଇବାକୁ ନେଇ ସେମାନଙ୍କ ସହ ବଳାତ୍କାର କରିଥିବା ଦୁଇ ଜଣ ପୀଡିତା ଥାନାରେ ଅଭିଯୋଗ କରିଛନ୍ତି ।
ବାଲେଶ୍ୱର: ଜଣେ ବଙ୍ଗୀୟ ନାବାଳିକାଙ୍କ ସହ ଗଣ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ଆସିଛି । ପୀଡିତା ନାବାଳିକାଙ୍କ ଘର ପଶ୍ଟିମବଙ୍ଗର ରାମପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, କିଛି ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । ପରେ ତାଙ୍କୁ ନିଶା ଔଷଧ ଖୁଆଇ ଗଣବଳାତ୍କାର କରିଥିଲେ ଓ ପରେ...
ଗଞ୍ଜାମ: ସୋରଡା ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ମେରୀକୋଟ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ମେରିକୋଟ ଗ୍ରାମର ଉମା ପରିଡ଼ା । ସୂଚନା ମୁତାବକ ଗତ ବୁଧବାର ରାତିରେ ପୀଡ଼ିତା ନିଜ ଘରେ ଶୋଇ ଥିବା ବେଳେ ସମ୍ପୁକ୍ତ ଯୁବକ ପୀଡ଼ିତାଙ୍କ ଘରେ ପଶି ବଳାତ୍କାର କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇ...
ଜଗତସିଂହପୁର: ତିର୍ତ୍ତଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଗତକାଲି ଘରେ ନାବାଳିକା ଘରେ ଶୋଇଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ଯୁବକ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି । ରକ୍ତାକ୍ତ ଅବସ୍ଥାରେ ପୀଡିତାଙ୍କୁ ପ୍ରଥମେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ତାଙ୍କ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी