Home Tags Ram mandir issue

Tag: ram mandir issue

ନୂଆଦିଲ୍ଲୀ : ଅଯୋଧ୍ୟାରେ ଶୀଘ୍ର ରାମ ମନ୍ଦିର ନିର୍ମାଣ ଦାବି ନେଇ ରବିବାର ଦିଲ୍ଲୀ କମ୍ପିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସ୍‌ଏସ୍‌) ଓ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ପ୍ରାୟ ଏକ ଲକ୍ଷ କର୍ମୀ, ପ୍ରାୟ ତିନି ଡଜନ୍‌ ସାଧୁ ଓ ମହନ୍ତଙ୍କ ନେତୃତ୍ବରେ ସ୍ଥାନୀୟ ରାମଲୀଳା ମଇଦାନରେ ଧର୍ମ ସଂସଦ ସମାବେଶ ଆୟୋଜନ କରିବା ସହ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ ଭୈୟାଜୀ...
ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ପାଇଁ ସାଧୁସନ୍ଥମାନଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ତୁରନ୍ତ ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ। ସରକାର ସଂସଦରେ ଏକ ଅଧ୍ୟାଦେଶ ଆଣି ଏହାର ନିର୍ମାଣ ପାଇଁ ପଦକ୍ଷେପ ନେବା ଦରକାର। ସେ ଆହୁରି କହିଛନ୍ତି ୨୦୧୯ ପୂର୍ବରୁ ସରକାର ଚାହିଁଲେ ରାମ ମନ୍ଦିର ନିର୍ମାଣ କରାଯାଇପାରିବ। ଏହାକୁ କୌଣସି ରାଜନୈତିକ...
ମୁମ୍ବଇ: ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଚାହିଁଲେ ଅଧ୍ୟାଦେଶ ଆଣିପାରିବେ। ଏଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜେ ଚେଲେମେଶ୍ୱର। ରାମ ମନ୍ଦିର ମାମଲାର ଶୁଣାଣି ଆସନ୍ତା ବର୍ଷ ଜାନୁଆରୀକୁ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେବା ପରେ ହିନ୍ଦୁ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ...
-: ମହେଶ ଶର୍ମା କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ସ୍ୱତନ୍ତ୍ର ଆଇନ ଆଣିବା ପାଇଁ ମଧ୍ୟ ଅଣ୍ଟା ଭିଡୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଆରଏସଏସ୍ ପ୍ରମୁୁୁଖ ମୋହନ ଭାଗବତଙ୍କ ମଧ୍ୟରେ ମୁମ୍ବଇରେ ହୋଇଥିବା ବୈଠକରେ ମନ୍ଦିର ନିର୍ମାଣ ପ୍ରମୁଖ ପ୍ରସଙ୍ଗ ଥିଲା। ଏଥିପାଇଁ ଅଯୋଧ୍ୟାରେ ବାତାବରଣ ସୃଷ୍ଟି କରାଯାଉଛି। ବିଶ୍ୱର ବିଭିନ୍ନ ଦେଶର କଳାକାରଙ୍କ ଦ୍ୱାରା ରାମଲୀଳା ପରିବେଷଣ ଠାରୁ...
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସଜିଦ୍‍ ଜମି ବିବାଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଇସମାଇଲ ଫାରୁକୀ ମାମଲାରେ ସୁପ୍ରିମକୋର୍ଟ ୧୯୯୪ରେ ଦେଇଥିବା ରାୟକୁ ଗୁରୁବାର ବଳବତ୍ତର ରଖିବା ସହିତ ଏହି ମାମଲା ବୃହତ୍ତର ଖଣ୍ଡପୀଠକୁ ଯିବନାହିଁ ବୋଲି କହିଛନ୍ତି। ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ୨୯ ତାରିଖରୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ହିଁ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी