Home Tags Raid

Tag: raid

ରାଉରକେଲା: ଖଣି ମାଲିକ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ମାଇନ୍ସ ଓ ଘରେ ଆୟକର ବିଭାଗ ପକ୍ଷରୁ ଚଢଉ ହେଇଛି । ଇନ୍ଦ୍ରାଣୀଙ୍କ ରାଉରକେଲାସ୍ଥିତ ଘର, କାର୍ଯ୍ୟାଳୟ ଓ ବିଭିନ୍ନ ସମେତ ମୋଟ ୧୫ରୁ ୧୬ଟି ସ୍ଥାନରେ ଚଢଉ ଜାରି ରହିଛି । ଟିକସ ଯାଞ୍ଚ ପାଇଁ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇଥିବା ଜଣାପଡିଛି।
ଝାରସୁଗୁଡା : ଝାରସୁଗୁଡା ଜିଲା କେଛୋବାହାଲ ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖଣିରେ ବୁଧବାର ଦିନ ଚଢ଼ାଉ ହୋଇଛି। ଜିଲା ପ୍ରଶାସନ, ପୁଲିସ ଓ ବନ ଅଧିକାରୀ ମାନେ ସଦଳବଳ ଭାବରେ ପଥର ଖଣିକୁ ଯାଇ ଅନୁଧ୍ୟାନ କରିବାରୁ ଏହା ବେଆଇନ ଓ ରାଜସ୍ୱ ଜଙ୍ଗଲରେ ଚାଲିଥିବା ଜଣା ପଡ଼ିଥିଲା। ପଥର ମାଫିଆମାନେ ଯୋଜନା ବଦ୍ଧ ଭାବେ ବ୍ୟାପକ ମାତ୍ରାରେ ବାରୁଦ ବ୍ୟବହାର କରି ପଥର ଉତ୍ତୋଳନ କରୁଥିବା...
ଯାଜପୁର: ଯାଜପୁର ଡଙ୍କାରୀ ପାହାଡରେ ବେଆଇନ ଖନନ ଅଭିଯୋଗ ମାମଲାରେ ଚଢଉ କରାଯାଇଛି। ଜିଲାପାଳ ଓ ଏସପିଙ୍କ ତତ୍ତ୍ବାବଧାନରେ ଏହି ଚଢ଼ଉ ହୋଇଛି। ଚଢଉରେ ଏକାଧିକ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି। ଡଙ୍କାରୀ ପାହାଡ଼ରେ ବେଆଇନ୍‌ ଖଣିଜ ଉତ୍ତୋଳନ ହେଉଥିବା ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଜଣେ ଅଭିଯୋଗକାରୀ ରାଜ୍ୟପାଳଙ୍କ ଦୃଷ୍ଟି...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी