Home Tags Rafel deal

Tag: Rafel deal

ନୂଆଦିଲ୍ଲୀ : ବାୟୁସେନା ପାଇଁ ୧୨୬ଟି ରାଫେଲ ଯୁଦ୍ଧବିମାନର ଆବଶ୍ୟକତା ଥିବାବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଏନଡିଏ ସରକାର ୩୬ଟି ଯୁଦ୍ଧ ବିମାନ କିଣିବା ଲାଗି ଫ୍ରାନ୍ସ ସହିତ ବୁଝାମଣା କରିଛନ୍ତି। ପୂର୍ବରୁ ୟୁପିଏ ସରକାର ୧୨୬ଟି ଯୁଦ୍ଧ ବିମାନ କିଣିବା ଲାଗି ଫ୍ରାନ୍ସ ସହିତ ବୁଝାମଣା କରିଥିଲେ; ଯାହା ଚୂଡାନ୍ତ ହୋଇପାରି ନଥିଲା। ୧୨୬ଟି ବିମାନ ପରିବର୍ତ୍ତେ ଏନଡିଏ ସରକାର ୩୬ଟି ବିମାନ କିଣିବା ଲାଗି ବୁଝାମଣା...
ନୂଆଦିଲ୍ଲୀ: ରାଫେଲ୍‍ ଫାଇଟର ଜେଟ୍‍ କ୍ରୟ ଚୁକ୍ତିକୁ ନେଇ ସୃଷ୍ଟ ବିବାଦରେ ନୂଆ ମୋଡ଼ ଦେଖାଦେଇଛି। ଚୁକ୍ତି ସମ୍ପର୍କିତ ସମସ୍ତ ଫାଇଲ୍‍ ଗୋଆ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ବେଡ୍‍ରୁମ୍‍ରେ ଅଛି ବୋଲି କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ଏହି ଅଭିଯୋଗକୁ ପ୍ରମାଣ କରିବା ପାଇଁ କଂଗ୍ରେସ ତରଫରୁ ଏକ ଅଡିଓ ଟେପ୍‍ ଜାରି କରାଯାଇଛି। ଏଥିସହିତ ଫାଇଲ୍‍କୁ ସର୍ବଦଳୀୟ ବୈଠକରେ ସାର୍ବଜନୀନ କରିବାକୁ...
ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କାରବାର ସମ୍ବନ୍ଧୀୟ ମାମଲାରେ ତଥ୍ୟଗତ ତ୍ରୁଟିର ସଂଶୋଧନ ଲାଗି କେନ୍ଦ୍ର ସରକାର ଶନିବାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଅଦାଲତଙ୍କୁ ସେତେବେଳେ ଦିଆଯାଇଥିବା ଜଉମୁଦ ଲଫାପାରେ ସିଏଜି (କମ୍ପଟୋଲୋର ଆଣ୍ଡ ଅଡିଟର ଜେନେରାଲ ଅର୍ଥାତ୍ ନିୟନ୍ତ୍ରକ ଓ ମହାଲେଖା ସମୀକ୍ଷକ) ଓ ପିଏସି (ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି ଅର୍ଥାତ୍‌ ଲୋକ ଲେଖା ସମିତି) ସଂକ୍ରାନ୍ତ ସନ୍ଦର୍ଭ ଉପରେ ତ୍ରୁଟି ରହିଥିବାରୁ ଏହାର ସଂଶୋଧନ...
ନୂଆଦିଲ୍ଳୀ: ରାଫେଲ୍‍ ଚୁକ୍ତି ବିବାଦ ଏବେ ତୀବ୍ର ରୂପ ଧାରଣ କରିଥିବା ବେଳେ ଏବେ ଆଉ ଏକ ନୂଆ ସୂଚନା ମିଳିଛି। ରାଫେଲ୍‍ ସଂକ୍ରାନ୍ତୀୟ ଚୁକ୍ତି ବେଳେ ଏହାର କାର୍ଯ୍ୟକାରୀତା, ସଫଳତା ଓ ଚୁକ୍ତି ସମ୍ପର୍କିତ ଜଟିଳତାକୁ ନେଇ ଫ୍ରାନ୍ସ ସରକାର କୌଣସି ଗ୍ୟାରେଣ୍ଟି ଦେଇନାହାନ୍ତି। କେବଳ ଏକ ଆଶ୍ୱାସନା ପତ୍ର ଦେଇଛନ୍ତି। ସୁପ୍ରିମକୋର୍ଟରେ ରାଫେଲ୍‍ ଚୁକ୍ତି ବିବାଦ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ୍‍ କେ କେ ବେଣୁଗୋପାଳ...
ୟୁଏନ୍‍: ରାଫେଲ୍‍ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ଦୁଇ ଦେଶର ସରକାରୀ ସ୍ତରରେ କାର୍ଯ୍ୟକାରୀ ହୋଇଛି। ଚୁକ୍ତି ସ୍ୱାକ୍ଷର ହେବା ବେଳେ ସେ ଦାୟିତ୍ୱରେ ନଥିଲେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାର୍କୋନ୍‍ କହିଛନ୍ତି। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମାର୍କୋନ୍‍ କହିଛନ୍ତି ଯେ ଅନିଲ୍‍ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ରାଫେଲ ଚୁକ୍ତି ବେଳେ ଅଫ୍‍ସେଟ୍‍ ପାର୍ଟନର ରୂପେ ଚୟନ କରାଯାଇଥିଲା କି ନାହିଁ...
ନୂଆଦିଲ୍ଲୀ: ଉପା ଅମଳରେ ରାଫେଲ୍‍ ଚୁକ୍ତି ବେଳେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‍(ହାଲ୍‍)କୁ ବାଦ୍‍ ଦିଆଯାଇଥିଲା। ଡାସଲ୍ଟ୍‍ ଏଭିଏସନ୍‍ର ଉତ୍ପାଦନ ସର୍ତ୍ତରେ ହାଲ୍‍ ରାଜି ନ ହେବାରୁ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରୁ ହାଲ୍‍କୁ ବାଦ୍‍ ଦିଆଯାଇଥିଲା। କଂଗ୍ରେସର ଆରୋପର ପ୍ରତ୍ୟୁତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ୍‍ ଉପରୋକ୍ତ ସୂଚନା ଦେଇଛନ୍ତି। ରାଫେଲ୍‍ ଜେଟ୍‍ ସ୍ତରୀୟ ଯୁଦ୍ଧ ଜାହାଜ ନିର୍ମାଣ କରିବାର କ୍ଷମତା ହାଲ୍‍ର ନାହିଁ ବୋଲି ସିଥରମଣ୍‍ କହିଥିଲେ। ଏହାର ପ୍ରତିକ୍ରିୟାରେ...
ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟା ଉପରେ ରହିତା ଦେଶ ଜାରି କରିବା ପାଇଁ କରାଯାଇ ଥିବା ଜନସ୍ୱାର୍ଥ ମାମଲାକୁ ମୁଲତବି କରିଛି ସୁପ୍ରିମ କୋର୍ଟ। ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟସନ ନବୀନ ସିହ୍ନା ଓ ଜଷ୍ଟିସ କେ ଏମ ଜୋସେଫଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଉକ୍ତ ମାମଲାକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ମୁଲତବି କରିଛନ୍ତି। ଆଇନଜୀବୀ ଏମ ଏଲ ଶର୍ମାଙ୍କ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी