Browsing Tag

puri

ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିବା ଜଣାପଡ଼ିଛି। ଏଥିସହ ଭିତରେ…
Read More...

ଶ୍ରୀମନ୍ଦିରର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ ଜନଆନ୍ଦୋଳନର ରୂପ ଦେବା : ଧର୍ମେନ୍ଦ୍ର ପ୍ରଧାନ

-ପୁରୀ ଗଜପତି ମହାରାଜ ଆଲୋଚନାରେ ସାମିଲ ହୋଇ ଶୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଧନ୍ୟବାଦ -୩୫ରୁ ଉର୍ଦ୍ଧ୍ୱ ଦେଶରେ ରହୁଥିବା ଓଡ଼ିଆ ଲୋକମାନେ ଅଂଶଗ୍ରହଣ କରିଥିବାରୁ ସାଧୁବାଦ…
Read More...

ସମୁଦ୍ରରେ ଭାସି ଯିବାବେଳେ ୨ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଭାସି ଯିବାବେଳେ ଗୁରୁବାର ଦୁଇ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ପର୍ଯ୍ୟଟକମାନେ…
Read More...

କାଳିଆ ଦର୍ଶନ ପାଇଁ ନିୟମ କୋହଳ; ୨୧ରୁ ଦରକାର ପଡ଼ିବନି କୋଭିଡ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି। ଏହି ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ। ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ…
Read More...

‘ଅବଢ଼ା’କୁ ଅବମାନନା: ‘ଓଡ଼ିଆ ଅବଢ଼ା’ ରେଷ୍ଟୁରାଣ୍ଟ ନାମରେ ସିଂହଦ୍ବାର ଥାନାରେ ଏତଲା

ପୁରୀ: ସମ୍ବଲପୁରରେ ‘ଓଡ଼ିଆ ଅବଢ଼ା’ ନାମକ ଏକ ରେଷ୍ଟୁରାଣ୍ଟ ଲୋକଙ୍କୁ ‘ଅବଢ଼ା’ ନାମରେ ଖାଦ୍ୟ ପରସୁଛି। ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରସାଯାଉଛି।…
Read More...

ସନ୍ଦେହଜନକ ଅବସ୍ଥାରେ ଥାନାରେ ବ୍ୟକ୍ତିଙ୍କ ମୃତ୍ୟୁ

ପୁରୀ : ପୁରୀ ଜିଲା ଅନ୍ତର୍ଗତ ବାସେଳି ଥାନାରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ଶରୀରରେ କେତକ ସ୍ଥାନରେ କ୍ଷତ ଚିହ୍ନ…
Read More...

ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି ; ପାଳନ ହେବ ପୟାଶ୍ରାଦ୍ଧ

ପୁରୀ : ଚଳିତ ବର୍ଷ ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଯିବନି। ମାତ୍ର ପୂର୍ବଭଳି ଲୋକେ ପୟାଶ୍ରାଦ୍ଧ ପାଳନ କରିବେ। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ…
Read More...

ପୁରୀରେ ସଂକ୍ରମଣ ବୃଦ୍ଧି ; ୪୦୪ ସେବାୟତ କରୋନା ଆକ୍ରାନ୍ତ

ପୁରୀ : ରାଜ୍ୟରେ ୨୪ ଘଣ୍ଟାରେ ମୋଟ ୩ହଜାର ୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ପୁରୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୧୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ।…
Read More...

ପୁରୀ ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୈଠକ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆଜି ପୁରୀ ଜିଲ୍ଲାର ବନ୍ୟା ପରିସ୍ଥତି ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ସକାଳେ ସର୍କିଟ ହାଉସ୍ ସମ୍ମିଳନୀ ହଲରେ ଏହି ଆଲୋଚନାରେ ଶ୍ରୀ…
Read More...

ଖୋଲୁଛି ବଗଲା ଧର୍ମଶାଳା ଜମି ବିକ୍ରି ଗୁମର

ପୁରୀ : ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରସାଦ ଯୋଜନାରେ ସେଠାରେ କେବଳ ବିଶ୍ରାମସ୍ଥଳ ନିର୍ମାଣ କରାଯିବ ବୋଲି…
Read More...