Home Tags Prime Minister

Tag: Prime Minister

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମଫୋସା ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଓ ପୁଞ୍ଜିନିବେଶ, କୌଶଳ ବିକାଶ, ଶିକ୍ଷା ଏବଂ ପ୍ରଯୁକ୍ତି କ୍ଷେତ୍ରର ସହଯୋଗ ତଥା ବହୁପକ୍ଷୀୟ ମଞ୍ଚରେ ଉଭୟ ଦେଶର ସହଯୋଗିତା ଉପରେ ଶୁକ୍ରବାର ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨୦୧୯ରୁ ୨୦୨୧, ଏହି ତିନିବର୍ଷର ସହଯୋଗକୁ ନେଇ ନୀତିଗତ କାର୍ଯ୍ୟକ୍ରମର...
ଇମ୍ଫାଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇମ୍ଫାଲ ଗସ୍ତ କରି ମୋରେ ଠାରେ ଏକ ବିଶାଳ ଜନସଭାରେ ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ୍ କରିଥିଲେ । ସେ ମଧ୍ୟ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପ, ସାଓମ୍ବଙ୍ଗ ଠାରେ ଏଫସିଆଇ ଖାଦ୍ୟ ସଂରକ୍ଷଣ ଗୋଦାମ ଏବଂ ଜଳଯୋଗାଣ ଓ ପର୍ଯ୍ୟଟନ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ୪୦୦ କେଭି କ୍ଷମତା ବିଶିଷ୍ଟ ଡବଲ ସର୍କିଟ ସିଲଚର-ଇମ୍ଫାଲ ଲାଇନକୁ ମଧ୍ୟ ସେ...
ଧର୍ମଶାଳା : କୃଷି ଋଣ ଛାଡ ନେଇ କଂଗ୍ରେସ କୃଷକମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୃଷି ଋଣ ଛାନ ନ କଲେ ପ୍ରଧାନମନ୍ତ୍ରୀଙ୍କୁ ଶୁଆଇ ଦିଆଯିବ ନାହିଁ ବୋଲି ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପରିପ୍ରେକ୍ଷୀରେ ମୋଦୀ ଏହା କହିଛନ୍ତି। ସେହିଭଳି ଯେଉଁମାନେ ପୂର୍ବରୁ ଦେଶକୁ ଲୁଟିଥିଲେ ଏବେ ସେମାନେ ଦେଶର ଜଗୁଆଳିଙ୍କ ଉପରେ ଦୋଷାରୋପ କରୁଛନ୍ତି ବୋଲି ରାଫେଲ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी