Home Tags Poltical news

Tag: poltical news

ବ୍ରହ୍ମପୁର : ବ୍ରହ୍ମପୁରରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖଲ୍ଲିକୋଟ ଷ୍ଟାଡ଼ିୟମ ଠାରେ ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ ଜାନିବିଲି-ବ୍ରହ୍ମପୁର ବୃହତ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହା ସହ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୬ଟି ଉଦଘାଟନ ମଧ୍ୟ କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ମଧ୍ୟ ଦେଇଛନ୍ତି। ରାଜ୍ୟର ସମସ୍ତ...
ଭୁବନେଶ୍ୱର : ସୋମବାର ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଜନ ଅଦାଲତ କରାଯିବ। ଏହି ଅଦାଲତରେ ସ୍ଥାନୀୟ ଲୋକମାନେ ସରକାରଙ୍କୁ ପ୍ରଶ୍ନ କରିବେ। ଅଦାଲତରେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଡ଼କାଯିବ। ଲୋକମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବେ। ଆଜି ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଅଦାଲତର ଆୟୋଜନ କରାଯିବ ବୋଲି ବିଜେପିର ଉପସଭାପତି ସମୀର ମହାନ୍ତି...
ଭୁବନେଶ୍ୱର : ସୋମବାର ବିଧାୟକ ପଦରୁ ନବ ଦାସ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ, ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଜେଡ଼ିରେ ଯୋଗଦେବା ପରେ ଝାରସୁଗୁଡ଼ା ବିଧାୟକ ପଦରୁ ସେ ଇସ୍ତଫା ପତ୍ର ଦେଇଛନ୍ତି। ଗତ ଜାନୁହାରୀ ୧୬ ତାରିଖ ଦିନ ସେ କଂଗ୍ରେସର ପ୍ରାର୍ଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ରୁ ଇସ୍ତଫା ଦେବା ପରେ ସେ...
ଭୁବନେଶ୍ୱର : ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ମୁଁ ବିଜେଡ଼ିର ଜଣେ ସଚ୍ଚୋଟ କର୍ମୀ। ୩୫ ବର୍ଷରେ ୬ ଥର ବିଧାୟକ ହୋଇଛି ଓ । କୌଣସି ଚାପ ନୁହେଁ ନିଜ ଆଡୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି ସେ କହିଛନ୍ତି । ନିଜର ନୈତିକତା ଦୃଷ୍ଟି ସେ...
ବାଲେଶ୍ୱର : ଖଇରା ବ୍ଲକ ପାତ୍ରପୁର ମେଲଣ ପଡ଼ିଆରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।  ପଦ୍ମଲୋଚନ ପଣ୍ଡା, ଶୁଭାଙ୍କର ମହାପାତ୍ର ବିଜେପିରେ ଯୋଗ ଦେଲେ । ପଦ୍ମଲୋଚନ ପଣ୍ଡା ବାଲେଶ୍ୱରର ଟାଣୁଆ ନେତା ଥିଲେ । ଗତ କିଛି ଦିନ ତଳେ କଂଗ୍ରେସରେ ଗୋଷ୍ଠୀକନ୍ଦଳ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଥିଲେ । ଗିରିଧାରୀ ଗମାଙ୍ଗଙ୍କ କ୍ୟାବିନେଟରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପଦ୍ମଲୋଚନ ପଣ୍ଡା ।...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी