Home Tags Police-lawyer case

Tag: police-lawyer case

କଟକ : ଦୀର୍ଘ ଅଢେଇ ମାସ ପରେ ଆଇନଜୀବୀମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ବାର ଆସୋସିଏସନର ଏକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଠାରୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ। କଟକରେ ଅଗଷ୍ଟ ୨୮ତାରିଖ ଦିନ ହାଇକୋର୍ଟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ କର୍ମଚାରୀମାନେ ମାଡ ମାରିଥିଲେ। ଆଇନଜୀବୀଙ୍କୁ ମାଡ ମାରିଥିବାରୁ ପୁଲିସ-ଆଇନଜୀବୀଙ୍କ ମଧ୍ୟରେ ବିବାଦ ଦେଖା ଦେବା ସହ ଏହାକୁ ନେଇ ପରବର୍ତ୍ତୀ...
କଟକ : କଟକରେ ଦୀର୍ଘ ଦିନରୁ ଚାଲିଥିବା ପୁଲିସ-ଆଇନଜୀବୀ ବିବାଦରେ ୪ଜଣ ପୁଲିସ କର୍ମଚାରୀ ନିଃସର୍ତ୍ତ କ୍ଷମା ମାଗିଛନ୍ତି। କ୍ଷମା ମାଗିବା ପରେ ବିବାଦର ସମାଧାନ ବାଟ ବାହାରିବ ବୋଲି ଆଶା କରାଯାଇଛି। ଆଜି ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନରେ ବୈଠକ ବସିବ। ସେହି ବୈଠକରେ ଆନ୍ଦୋଳନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହେବ। କଟକରେ ପୁଲିସ କର୍ମଚାରୀମାନେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ ମାରିବା ଅଭିଯୋଗ କରି ଅଗଷ୍ଟ ୨୮ତାରିଖରୁ...
ହାଇକୋର୍ଟରେ ପୁଲିସ-ଆଇନଜୀବୀ ବିବାଦ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଛି। କ୍ରାଇମବ୍ରାଞ୍ଚ ବୁଧବାର ଦିନ ଚାର୍ଜସିଟ ଦାଖଲ କରି ନପାରିବାରୁ ଏହି ଶୁଣାଣିକୁ ଘୁଞ୍ଚା ଯାଇଛି। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ତାରିଖ ଦିନ ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି କରାଯିବ। ସୂଚନାଯୋଗ୍ୟ ଯେ, ପୁଲିସ-ଆଇନଜୀବୀ ବିବାଦ ଯୋଗୁଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ହୋଇ ଯାଇଛି। ସେଥିପାଇଁ ମାମଲାର ତଦନ୍ତ କରି...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी