Browsing Tag

police

ହାଇଦର ଫେରିଲା, କଡା ସୁରକ୍ଷା ମଧ୍ୟରେ କଟକ ଗଲା

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦରକୁ ଭୁବନେଶ୍ୱରକୁ ଅଣାଯାଇଛି। ଗତକାଲି ତେଲେଙ୍ଗାନାରେ ହାଇଦରକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୋଲିସ ସହଯୋଗରେ ହାଇଦରକୁ ସାଙ୍ଗାରେଡିରୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ ଯେ…
Read More...

ଜିଲ୍ଲା ପୁଲିସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ବାତୁଲା ଗଙ୍ଗାଧରଙ୍କ ନିର୍ଦେଶରେ ଶନିବାର ବିଶ୍ୱନାଥପୁର ଥାନା ପରିସରରେ ଓ ଲାଞ୍ଜିଗଡ ପୁଲିସ ପକ୍ଷରୁ ବେଦାନ୍ତ ମେଡିକାଲ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…
Read More...

ସନ୍ଧ୍ୟାରାଣୀ ଜେନାଙ୍କ ନିଲମ୍ବନ ଘଟଣାର ପାର୍ଶ୍ବପ୍ରତିକ୍ରିୟା; ପୁଣି ପାଟଣା ପୁଲିସକୁ ଫସେଇବାକୁ ଷଡ଼ଯନ୍ତ୍ର

ପାଟଣା :  ପୂର୍ବତନ ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ବିବାଦୀୟ ଘଟଣା କ୍ରମରେ ନିଲମ୍ବିତ ହେବାପରେ ପୁଣି ଥରେ ପାଟଣା ପୁଲିସକୁ ସମାନ ମାଡମରା ଘଟଣାରେ ଫସେଇବାକୁ ଷଡ଼ଯନ୍ତ୍ର ହୋଇଛି। ଏଥର ଥାନାର ଦୁଇ…
Read More...

ଆକ୍ସନ ମୁଡ଼ରେ ପ୍ରଶାସନ ଓ ପୁଲିସ ବିଭାଗ; ଅମାନିଆଙ୍କୁ ଜୋରିମାନା

ମୁରିବାହାଲ : ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରଶାସନ ଓ ପୁଲିସର ଅମାନିଆଙ୍କୁ ଫାଇନ ଆଦାୟ କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ଦୈନିକ ଖବର କାଗଜ ସମାଜ ଗତ ତା ୬/୧୦/୨୦୨୦ ମୁରିବାହାଲ ସାପ୍ତାହିକ ବଜାର…
Read More...

ବଲାଙ୍ଗିର ଜିଲାରେ ବିଗୁଡିଛି ଆଇନଶୃଙ୍ଖଳା, ନିଦାବିଷ୍ଣୁ ସାଜିଛି ପୁଲିସ ଓ ପ୍ରଶାସନ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ସମ୍ପ୍ରତି ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଚିନ୍ତାର କାରଣ ସାଜିଛି। ଏପରିସ୍ଥିତିରେ ପୁଲିସ ପ୍ରଶାସନ ନିଦାବିଷ୍ଣୁ ସାଜିବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ…
Read More...

ବଡ଼ସାହି ଥାନାରେ ଆଇଆଇସି ନିଯୁକ୍ତି ପରିବର୍ତ୍ତେ ଅତିରିକ୍ତ ଦାୟିତ୍ୱରେ ଥିବା ଆଇଆଇସିଙ୍କ ବଦଳି

ବଡ଼ସାହି : ମୟୂରଭଞ୍ଜ ଜିଲାର ସର୍ବବୃହତ ଥାନା ବଡ଼ସାହିରେ ଦୀର୍ଘ ୨ମାସ ଧରି ଆଇଆଇସି ପଦ ଖାଲି ପଡ଼ିଛି। ଶିମିଳିପାଳ ପାଦଦେଶରୁ ପଡ଼ୋଶୀ ବାଲେଶ୍ୱର ପର୍ଯ୍ୟନ୍ତ ବିସ୍ତାରିତ ବଡ଼ସାହି ବ୍ଲକର ୨୮ଟି ପଞ୍ଚାୟତ ପାଇଁ ଏହି ଥାନା…
Read More...

ହନିଟ୍ରାପରେ ଫସି ଥିବା ସେନା କର୍ମଚାରୀ ଗିରଫ

ନୂଆଦିଲ୍ଲୀ : ହରିୟାଣା ଏସଟିଏଫ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (ଏମଏସ) ର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମହେଶ କୁମାର ନାମକ ଏହି କର୍ମଚାରୀ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ (ପିଆଇଓ) ଦ୍ୱାରା ହନି…
Read More...

ଆନ୍ଧ୍ର-ଓଡିଶା ସୀମାନ୍ତରେ ପୁଲସ ବିରୋଧୀ ରାଲି

ମାଲକାନଗିରି : ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳରେ ପୁଲସ ବିରୋଧରେ ଏକ ରାଲି ହୋଇଥିବା ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ରାଳେଗାଡ଼ା ପଂଚୟତର ସୀମାନ୍ତ ଓ ଆନ୍ଦ୍ର ସୀମାନ୍ତ…
Read More...

ସୁକମାରେ ଏନକାଉଣ୍ଟର : ୨ ନକ୍ସଲ ନିପାତ

ସୁକମା : ନକ୍ସଲ ପ୍ରଭାବିତ ଅଞ୍ଚଳ ଛତିଶଗଡର ସୁକମାରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମୁଣ୍ଡ ଉପରେ…
Read More...

ପୁଲିସ୍‍କୁ ସମ୍ମାନିତ କଲେ ଗ୍ରାମବାସୀ

ପିପିଲି : ପୁରୀ ଜିଲାର ପ୍ରବେଶପଥ କାକୁଡ଼ିଆ ଠାରେ ପୁଲିସ ପକ୍ଷରୁ କରାଯାଇଥିବା ନାକାଗେଟ୍‍ରେ କାର୍ଯ୍ୟରତ ‘କରୋନା’ ଯୋଦ୍ଧା ପୁଲିସ କର୍ମଚାରୀମାନଙ୍କୁ ଗୁରୁବାର କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଗ୍ରାମର…
Read More...