Home Tags PM Modi

Tag: PM Modi

ନୂଆଦିଲ୍ଲୀ : ଷୋଡଶ ଲୋକସଭାର ଶେଷ ଅଧିବେଶନ ଶେଷ ହୋଇଛି। ଲୋକସଭାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିରୋଧୀ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏକଦା ରାହୁଲ କହିଥିଲେ ‘ରାଫେଲ ବୁଝାମଣା ସମ୍ପର୍କରେ ଯଦି ମୁହଁ ଖୋଲିବି ତେବେ ଗୃହରେ ଭୂମିକମ୍ପ ହେବ।’ ତେବେ ରାହୁଲଙ୍କ ଏହି ଭୂମିକମ୍ପ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକସଭା ଶେଷ...
ଭୁବନେଶ୍ୱର (ବିଶେଷ ସମ୍ବାଦଦାତା): ୨୦୧୯ ସାଧାରଣ ନିର୍ବାଚନ ପାଇଁ ପୂର୍ବଭାରତର ଏକ ପ୍ରମୁଖ ରାଜ୍ୟ ଓଡ଼ିଶାରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ, ଅଣ ବିଜେପି ଓ ଅଣ କଂଗ୍ରେସ ଦଳକୁ ନେଇ ଫେଡରାଲ ଫ୍ରଣ୍ଟ ଗଠନ କରିବା ପାଇଁ ଭୁବନେଶ୍ୱରରେ ବୈଠକ କରୁଛନ୍ତି ତ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ ବିଜେପିର...
ନୂଆଦିଲ୍ଲୀ : ଦେଶଛାଡି ପଳାଉଥିବା ଅର୍ଥନୈତିକ ଅପରାଧୀମାନଙ୍କୁ ବିଦେଶରେ ଯେଭଳି ନିରାତ୍ତା ଓ ଆଶ୍ରୟ ନ ମିଳିବ, ସେଥିଲାଗି ଭାରତର ଉଦ୍ୟମ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି। ଅର୍ଥନୈତିକ ଅପରାଧୀ, ପଳାତକମାନଙ୍କୁ ବିଶ୍ୱରେ କୌଣସି ସ୍ଥାନରେ ଯେପରି ଆଶ୍ରୟ ଦିଆ ନ ଯିବ, ତାହାକୁ ନିଶ୍ଚିତ କରିବା ପାଇଁ ଭାରତ ଅର୍ନ୍ତଜାତୀୟ ସମୁଦାୟ ଆଗରେ କେତେକ ପ୍ରସ୍ତାବ ରଖିଛି। ନୂଆଦିଲ୍ଲୀରେ ‘ଦୈନିକ ଜାଗରଣ...
ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ବୁଏନସ୍‍ ଏରିସ୍‍ଠାରେ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହେବ। ସୋମବାର ଆଫଗାନ କୂଟନୀତିଜ୍ଞଙ୍କ ପାଇଁ ଭାରତ-ଚୀନ୍‍ ଟ୍ରେନ୍‍ ଯୋଜନାର ଉଦ୍‍ଘାଟନ କରି ଭାରତରେ ନିଯୁକ୍ତ ଚୀନ୍‍ ରାଷ୍ଟ୍ରଦୂତ ଲୁଓ ଝାଧହୁଇ ଏହା ପ୍ରକାଶ କରିଛନ୍ତି। ୨୦୧୮ ଏପ୍ରିଲରେ ଚୀନ୍‍ର ୱୁହାନ ସହରରେ ମୋଦୀ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी