Browsing Tag

pipili-news

ପିପିଲି ଟୋଲ୍‌‌ଗେଟ୍‌‌ରେ ଫାଙ୍କା ଗୁଳିଚାଳନା ଘଟଣା: ୩ ଅଟକ, କାର୍‌‌ ଜବତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣାସ୍ଥିତ ପିପିଲି ଟୋଲ୍‌‌ ପ୍ଲାଜାଠାରେ ଗୁରୁବାର ଭୋର ସମୟରେ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା ହୋଇଛି। ଟୋଲ୍‌‌ ଟିକସକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ବେଳେ…
Read More...

ଜଳସ୍ତର କମିବା ସତ୍ତ୍ବେ ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି: ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଏବେବି ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭାର୍ଗବୀ ନଦୀର ହରିପୁରଠାରେ ବିପଦ ସଙ୍କେତ ୧୨.୦୯ ମିଟର ରହିଥିବା…
Read More...

ପୂର୍ବତନ ବିଧାୟକଙ୍କ ତାଗିଦ୍‌ ପରେ ପିପିଲି ବଜାର ମଧ୍ୟ ଦେଇ ଚାଲିଲା ଯାତ୍ରୀବାହୀ ବସ୍‌‌

ପିପିଲି: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ତାଗିଦ୍‌ ପ​‌ରେ ପିପିଲି ବଜାର ମଧ୍ୟ ଦେଇ ଚାଲିଲା ଯାତ୍ରୀବାହୀ ବସ୍‌‌। ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ପିପିଲିର ପୂର୍ବତନ ବିଧାୟକ…
Read More...

ବାଲା ବିକାଶ ସଂଗଠନ ପକ୍ଷରୁ ରିଲିଫ୍‍ ସାମଗ୍ରୀ ବଣ୍ଟନ

ପିପିଲି :ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବାଲା ବିକାଶ ସଂଗଠନ ଓ ଆମାଜନ ପକ୍ଷରୁ ପିପିଲି ବ୍ଳକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କିଟ୍‍ ଓ ସାମଗ୍ରୀ ବଣ୍ଟନ କରାଯାଇଛି। ସ୍ଥାନୀୟ…
Read More...

ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ପିପିଲି : ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା…
Read More...

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପିପିଲି ଗସ୍ତ

ପିପିଲି : ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀ ଗୁରୁବାର ପିପିଲି ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ବାସ୍ତବ ରୂପରେଖ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶସ୍ତିକରଣ, ସାଧାରଣ ବଣ୍ଟନ…
Read More...

କାର୍‍-ଟ୍ରକ୍‍ ମଧ୍ୟରେ ଧକ୍କା ; ୨ ଗୁରୁତର

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ଏକ କାର୍‍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମାନେ ହେଲେ ପିପିଲି ବ୍ଳକ ଅନ୍ତର୍ଗତ ସିଉଳା ସ୍ଥିତ…
Read More...

ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ

ପିପିଲି : ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ (୫ଟି-ହାଇସ୍କୁଲ ଟ୍ରାନ୍ସଫର୍ମେସନ) କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ପିପିଲି ନୋଡାଲ ହାଇସ୍କୁଲର ଖେଳପଡିଆରେ ଏବେ ଦେଢ ଫୁଟ ଉଚ୍ଚରେ ବର୍ଷାଜଳ ଲହଡି…
Read More...

ଧୁମ୍‍ଧାମରେ ସରିଲା ରୁକ୍ମିଣୀଙ୍କ ବିବାହ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ଗ୍ରାମ ଉତ୍ସବମୁଖର ହୋଇଉଠିଛି । ଶନିବାର ସକାଳେ…
Read More...

ତେଇସିପୁର ପଞ୍ଚାୟତରେ ଗଡିଲା ବର୍ଜ୍ୟବସ୍ତୁ ପରିଚାଳନା ଗାଡି

ପିପିଲି :ପିପିଲି ବ୍ଲକର ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ଗ୍ରାମୀଣ ସ୍ୱଛ ଭାରତ ମିଶନ ଅଭିଯାନରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ ତେଇସିପୁର ପଞ୍ଚାୟତକୁ ପ୍ରଥମେ ସାମିଲ କରାଯାଇଛି। ପ୍ରତ୍ୟେକ ଘରୁ…
Read More...