Home Tags Pipili

Tag: pipili

ଭୁବନେଶ୍ବର: ପିପିଲି ଗଣବଳାତ୍କାର ମାମଲାରେ ବିବାଦୀୟ ବୟାନ ଦେଇ ରାଜ୍ୟ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ପୀଡିତାଙ୍କ ଭାଇ ଅମୂଲ୍ୟ ବେହେରା କହିଛନ୍ତି ଯେ ମନ୍ତ୍ରୀ ପଦ ରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଉପରେ ଆମର କିଛି କହିବାର ନାହିଁ । ଦୋଷୀ ଦଣ୍ଡ ପାଇବା ଓ ଆମକୁ ନ୍ୟାୟ ମିଳିବା ହେଉଛି ଆମର...
ପିପିଲି: ଏନଆଇଓଏସ ଛାତ୍ରଛାତ୍ରୀଙ୍କୁ ଓଟିଇଟି ପରୀକ୍ଷା ନଦେବା ନିମନ୍ତେ ପିପିଲି ଇ.ଟି.ଇ.ଆଇ ରେ ଧାରଣା ଦିଆଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ପ୍ରମୁଖ ଦାବି ହେଲା, ସେମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିୟମିତ ପଢିଥିଲେ ହେଲେ ଏନଆଇଓଏସ ଛାତ୍ରଛାତ୍ରୀ ତାଙ୍କର ସମକକ୍ଷ ହୋଇ ମଧ୍ୟ ଓଟିଇଟି ପରୀକ୍ଷା ଦେଉଛନ୍ତି । ସେଥିରୁ ସେମାନଙ୍କୁ ବାଦ ଦେବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୂଚନାଯୋଗ୍ୟ,...
ପିପିଲି: ପିପିଲି ଦେବୀଗଳିରେ ଥିବା ଏକ କୂଅ ମଧ୍ୟରୁ ଅଗ୍ନିଶମବାହିନୀର କର୍ମଚାରୀମାନେ ଏକ ବାଛୁରୀକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଦେବୀମଣ୍ଡପ ନିକଟରେ ଥିବା ଏକ କୂଅରେ ସୋମବାର ପୂର୍ବାହ୍ନରେ ଏକ ବାଛୁରୀ ଗଳି ପଡିଥିଲା । ଖବର ପାଇ ପିପିଲି ଅଗ୍ନିଶମବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ବାଛୁରୀକୁ କୂଅରୁ ଉଦ୍ଧାର କରିଥିଲେ ।

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी