Home Tags Pic

Tag: pic

ଝାରସୁଗୁଡା : ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ବିଜେଡି ପକ୍ଷରୁ ଟିକଟ ମିଳିନାହିଁ। ତାଙ୍କୁ ବିଧାୟକ ଟିକେଟ ନ ମିଳିବାରୁ ବୁଧବାର ଦିନ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପ୍ରତିବାଦ ସ୍ବରୂପ ବେଲଗାଁ ଠାରେ ତାଙ୍କ ସମର୍ଥକମାନେ ରାସ୍ତାରୋକ କରିଛନ୍ତି। ଏହାସହ ସମର୍ଥକମାନେ ବଲାଙ୍ଗୀର ଜିଲାର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।  

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी