Browsing Tag

on line odisha

ବୃକ୍ଷ ରୋପଣ କର ମାଗଣାରେ ନିଶାପାନ ଅଫର୍‌ ଦେଇଥିବା ସରକାରୀ ଅଧିକାରୀ ନିଲମ୍ବିତ

ମୁମ୍ବଇ . - ବୃକ୍ଷ ରୋପଣ କର ମାଗଣାରେ ନିଶାପାନ ସହ ମାଗଣା ମଦ ବୋତଲ ମିଳିବ ପ୍ରସ୍ତାବ ଦେଇଥିବା ସରକାରୀ ଅଧିକାରୀଙ୍କୁ ମହାରାଷ୍ଟ୍ର ସରକାର ନିଲମ୍ବିତ କରିଛନ୍ତି । ସରକାରୀ ଅଧିକାରୀଜଣଙ୍କ ନିଜର ସହକର୍ମୀମାନଙ୍କୁ ଏହି…
Read More...

ଖାସି ମାଂସ ଖାଇ ୨ ଜଣଙ୍କର ମୃତ୍ୟୁ, ୯ଗୁରୁତର

ଗୁମୁଲା (ଝାଡଖଣ୍ଡ) - ଖାସି ମାଂସ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଝାଡଖଣ୍ଡର ଗୁମଲା ଘାଘରା ଥାନା ଅନ୍ତର୍ଗତ ଚପରା କଠରଟୋଲି ଗ୍ରାମରେ ଘଟିଛି । ଖାଦ୍ୟରେ ବିଷ…
Read More...

ବାଲିଗଦା ତଳୁ ମିଳିଲା ନିଖୋଜ ଥିବା ୨ ଶିଶୁଙ୍କର ମୁଣ୍ଡ ବିହୀନ ଶବ, ବଳି ଦିଆଯାଇଥିବା ସନ୍ଦେହ

ରାଞ୍ଚି . - ଝାଡଖଣ୍ଡର ଲାତୋହରର ମାନିକା ସେମରାହଟ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଖୋଜ ଥିବା ୨ ଜଣ ଶିଶୁଙ୍କର ମୃତ ଦେହ ଏକବାଲି ଗଦା ତଳୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଶିଶୁମାନଙ୍କୁ ତାଙ୍କର ପରିବାର…
Read More...

ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ୬ କ୍ୟାମେରା ବିଶିଷ୍ଟ ମୋବାଇଲ୍‌ ଫୋନ୍‌

ନୂଆଦିଲ୍ଲୀ . - ଦୁନିଆର ପ୍ରଥମ ୬ କ୍ୟାମେରା ବିଶିଷ୍ଟ ନୋକିଆ ମୋବାଇଲ୍‌ ଫୋନ୍‌ ଭାରତରେ ଲଞ୍ଚ ହୋଇଛି । ଏହି ମୋବାଇଲ୍‌ ଫୋନ୍‌ର ପଛ ପାଖରେ ୫ଟି କ୍ୟାମେରା ରହିଛି । ଏହି ସବୁ କ୍ୟାମେରା ୧୨ ମୋଗା ପିକ୍ସେଲ ବିଶିଷ୍ଟ ।…
Read More...

ମା’ର କାନ୍ଦ ଶୁଣି ଜିଇଁ ଉଠିଲା , ବ୍ରେନ୍‌ ଡେଡ୍‌ ପୁଅ

ହାଇଦ୍ରାବାଦ . -ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ ଧରଣର ଘଟଣା ଘଟିଛି । ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିବା ପୁଅ ମାଆର କାନ୍ଦ ଶୁଣି ବଞ୍ଚିଯାଇଛି । ତେଲେଙ୍ଗାନାର ସୂର୍ଯ୍ୟାପେଟରେ ଏହି ଘଟଣା ଘଟିଛି । ଜୁନ୍‌ ୨୬…
Read More...

ସାମାଜିକ ଗଣମାଧ୍ୟମରେ ବନ୍ଧୁତା ପରେ ବନ୍ଧୁଙ୍କ ପାଖକୁ ଯାଇଥିବା ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ

ନ୍ୟୁୟର୍କ  . - ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ସ୍ମାର୍ଟ ଫୋନ୍‌ରେ ବନ୍ଧୁତା ପାଇଁ ବିଭିନ୍ନ ଆପ୍‌ ପ୍ରସିଦ୍ଧ । ମାତ୍ର ଏପରି ଏକ ଆପ୍‌ରେ ବନ୍ଧୁତା କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ…
Read More...

ରାଜନୀତି କରିବେ ସପ୍ନା ଚୌଧୁରୀ , ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ . - ସପ୍ନା ଚୌଧୁରୀ ଏବେ ରାଜନୀତି କରିବେ । ରବିବାରରେ ସେ ବିଜେପିରେ ସାମିଲ ହୋଇଛନ୍ତି । ନିଜର ନୃତ୍ୟ ଓ ଅଭିନୟ ପାଇଁ ଉତ୍ତର ଭାରତରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜବାହରଲାଲ ନେହେରୁ ଷ୍ଟାଡିୟମରେ…
Read More...

ଇସ୍ରାଏଲ୍‌ ସମୁଦ୍ର କୂଳରେ ଲକ୍ଷ ଲକ୍ଷ ଜେଲିଫିସ୍‌, ମଣିଷଙ୍କ ପାଇଁ ବିପଦ

ଇସ୍ରାଏଲ୍‌କୁ ଏବେ ବୁଲିବାପାଇଁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ସତର୍କସୂଚନା ଜାରି କରାଯାଇଛି । ଏବେ ଲକ୍ଷ ଲକ୍ଷ ଜେଲି ଫିସ୍‌ ଇସ୍ରାଏଲ୍‌ର ସମୁଦ୍ର ତଟକୁ ଆସୁଛନ୍ତି । ପ୍ରତି ବର୍ଷ ବାର୍ଷିକ ଯାତ୍ରାରେ ଜେଲିଫିସ୍‌ମାନେ…
Read More...

ବ୍ରିଟେନର ଦେହରକ୍ଷୀଙ୍କ ସହ ପଳାୟନ କରିଥିବା ଦୁବାଇର ରାଜକୁମାରୀ…..

ଲଣ୍ଡନ . - ବିଶ୍ୱର ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ ଅନ୍ୟତମ । ତାଙ୍କର ପତ୍ନୀ ରାଜକୁମାରୀ ହୟା ବିନ୍ତ ଅଲ୍‌ ହୁସେନ୍‌ ବି ତାଙ୍କର ସୌନ୍ଦର୍ଯ୍ୟ ବେଶ୍‌…
Read More...

ରିଙ୍ଗ୍‌ ମାଷ୍ଟରଙ୍କୁ ମାରିବା ପରେ ରିଙ୍ଗ ମଧ୍ୟରେ ମୃତ ଦେହ ସହ ଖେଳିଲେ ବାଘ

ରୋମ . - ସର୍କସରେ ରିଙ୍ଗ ମାଷ୍ଟରଙ୍କ କଥା ମାନି ଭୟଙ୍କର ବାଘ ସିଂହ ବି ବେଶ୍‌ ସୁଧାର ଭାବେ ଖେଳ ଦେଖାଇ ଥାଆନ୍ତି । ଏହା ଦର୍ଶକଙ୍କ ପାଇଁ ବେଶ୍‌ ରୋଚକ ହୋଇଥାଏ । ହେଲେ ବେଳେ ବେଳେ ଏଥିପାଇଁ ରିଙ୍ଗ ମାଷ୍ଟରଙ୍କୁ ନିଜର…
Read More...