Home Tags Odoia News

Tag: Odoia News

ଭୁବନେଶ୍ୱର : ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହାର ଦୃଢ ନିନ୍ଦା କରିଛି ଓଡିଶା ସାମ୍ବାଦିକ ସଂଘ। ସୋମବାର ରାତିରେ ବଲାଙ୍ଗିରଠାରେ ଦୈନିକ ସମାଜର ପ୍ରସାରଣ ବିଭାଗର ବିଡିଇ ପ୍ରତାପ ମହାପାତ୍ରଙ୍କୁ କିଛି ଦୁର୍ବୃତ୍ତ ଲୁଟ କରିବା ସହ ଛୁରି ଭୁସି ହତ୍ୟା କରିଛନ୍ତି। ରାତିରେ ପ୍ରସାରଣ ସଂପର୍କରେ ଖବର ବୁଝି ସେ ସୋନପୁରରୁ ବଲାଙ୍ଗିର କାର୍ଯ୍ୟାଳୟକୁ ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ରେଳଷ୍ଟେସନ...
ରାଜକୋଟ : ସବୁଠାରୁ କମ୍‍ ଟେଷ୍ଟ ଇନିଂସରେ ୨୪ଟି ଶତକ ହାସଲ କରିବାରେ ବିଶ୍ୱରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ କୋହଲିଙ୍କ ୧୩୯ ରନ୍‍ ତାଙ୍କର ୨୪ତମ ଟେଷ୍ଟ ଶତକ। ଏହି କ୍ରମରେ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି। ସଚିନ୍‍ ୧୨୫ଟି ଟେଷ୍ଟ ଇନିଂସରେ ୨୪ତମ ଶତକ ହାସଲ କରିଥିବା ବେଳେ କୋହଲି ୨ଟି କମ୍‍ ଇନିଂସରେ...
ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଗୁରୁତ୍ୱପୂର୍ଣ୍ଣ ଅଯୋଧ୍ୟା ସଂକ୍ରାନ୍ତ ମାମଲାର ରାୟ ଗୁରୁବାର ପ୍ରକାଶ ପାଇବ। ଅଯୋଧ୍ୟା ପ୍ରସଙ୍ଗରେ ଥିବା ଏକାଧିକ ଆବେଦନ ଉପରେ ବିଚାର ବୃହତ୍ତର ସାମ୍ବିଧାନିକ ପୀଠରେ କରାଯିବା କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ନିଷ୍ପତ୍ତି ହେବ। ଏଥିସହିତ ଯେ କୌଣସି ସ୍ଥାନରେ ନାମଜ ପାଠ ହୋଇପାରିବ କି ନାହିଁ ସେ ସମ୍ପର୍କରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇବେ। ପ୍ରଧାନ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी