Browsing Tag

odiya nesws

ଅନର କିଲିଂ: ତିନି ବର୍ଷରେ ୩୦୦ ମାମଲା

ନୂଆଦିଲ୍ଳୀ: ଗତ ତିନି ବର୍ଷ ଭିତରେ ଭାରତରେ ଅନର କିଲିଂ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ସରକାରୀ ଭାବେ ତିନି ବର୍ଷ ଭିତରେ ୩୦୦ ମାମଲା ରୁଜୁ ହୋଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ବୋଲି…
Read More...

ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ

ନୂଆଦିଲ୍ଲୀ: ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍‍ ହିଂସାଗ୍ରସ୍ତ ଦେଶ। ଇରାକ୍‍ରେ ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି ହେଉଥିବାବେଳେ ଆଫ୍‍ଗାନିସ୍ତାନ ତାଲିକାର ତୃତୀୟ ସ୍ଥାନରେ ରହିଛି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗ…
Read More...

ଗାଡ଼ି ଚଳାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ ଟଙ୍କା

ମୁମ୍ବଇ: ଗାଡ଼ି ଚଲାଉଥିବା ବେଳେ ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ଡ୍ରାଇଭରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ମୋଟର ବୀମା ପଲିସିରେ ଖୁବ୍‍ ଶୀଘ୍ର ସେଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।…
Read More...

ନିଶାପାନୀୟ ନେଉଛି ବର୍ଷକୁ ୩ ନିୟୁତ ଜୀବନ

ନୂଆଦିଲ୍ଲୀ: ନିଶାସେବନ ଯୋଗୁଁ ୨୦୧୬ରେ ଭାରତରେ ୩ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି। କର୍କଟ ଓ ଅନ୍ୟାନ୍ୟ ପ୍ରାଣଘାତୀ ରୋଗ ଯୋଗୁଁ ଘଟୁଥିବା ମୃତ୍ୟୁ ସଂଖ୍ୟା ତୁଳନାରେ ନିଶାସେବନ ଜନିତ ମୃତ୍ୟୁ ସଂଖ୍ୟା ବହୁ ଅଧିକ ବୋଲି…
Read More...

ଓଡ଼ିଶାର ତ୍ୟାଗ ଓ ବୀରତ୍ୱର ସ୍ୱାକ୍ଷର ବହନ କରିବ: ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ବିମାନବନ୍ଦରକୁ ଓଡ଼ିଶାର ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ…
Read More...

ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷା

ମୁମ୍ବଇ: ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷାର ମାନ୍ୟତା ଲାଭ କରିଛି। ହିନ୍ଦୀ ପଛକୁ ଗୁଜରାଟୀ ଓ ତା’ ପଛକୁ ତେଲୁଗୁ ଭାଷାରେ ଆମେରିକାରେ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି। କିନ୍ତୁ ୨୦୧୦ ରୁ ୨୦୧୭…
Read More...

ବିଜେପିର ୨୦:୨୦ ବନାମ ଜେଡିୟୁର ୫୦:୫୦

ପାଟ୍‍ନା: ବିହାରରେ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଥିବା ଅନୁମାନ କରାଯାଉଥିଲା। ଗତ ସପ୍ତାହରେ ଏ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ତଥା…
Read More...

ବୋଇଂରେ ଅସୁସ୍ଥ ଘଟଣା: ୩୦ ଲକ୍ଷ ଟଙ୍କା ଦାବି କଲେ ଯାତ୍ରୀ

ମୁମ୍ବଇ: ପାଇଲଟ୍‍ଙ୍କ ଅବହେଳା କାରଣରୁ ଜେଟ୍‍ ଏୟାରୱେଜ୍‍ରେ ଯାତ୍ରୀ ମାନେ ଅସୁସ୍ଥ ହେବା ପରେ କ୍ଷତିପୂରଣ ଦାବି କରିଛନ୍ତି। ସିଟି ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ୫ ଜଣ ଗୁରୁତର ଅସୁସ୍ଥ ଯାତ୍ରୀଙ୍କ ମଧ୍ୟରୁ ଜଣେ…
Read More...

ଓଡ଼ିଶା ଉପକୂଳ ଅତିକ୍ରମ କଲା ଡାଏ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଝଡ଼ ‘ଡାଏ’ ଗୁରୁବାର ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ସେଭଳି କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ…
Read More...

୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅଞ୍ଚଳରେ ପୁଣି ଆତଙ୍କବାଦୀଙ୍କ ବର୍ବରତାର ଉଦାହରଣ ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ସେମାନଙ୍କ ମୃତ ଦେହକୁ ପୁଲିସ…
Read More...